ଗତ ୩ ବର୍ଷ କାଳରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ବୋଲି କୁହାଯାଉଛି। ଟାଇମ୍ସ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ଜଣାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରାୟ ୧୦ ଲକ୍ଷ ଲୋକ ସରକାରଙ୍କ କାର୍ଯ୍ୟକୁ ଭଲ କହିବା ସହ ସନ୍ତୁଷ୍ଟ ବୋଲି ଜଣାଇଛନ୍ତି।

ପୂର୍ବବର୍ତ୍ତୀ ଖବର
ପୁଲିସ ସ୍ୱାମୀ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ