ଟଙ୍କା ଜବତ ଓ ମୁଖ୍ୟମନ୍ତ୍ରୀଙ୍କୁ ଚପଲମାଡ଼ ଘଟଣା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର: ପୁରୀ ସାସଂଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ୬ ଜଣ ବରିଷ୍ଠ ନେତା ମୁଖ୍ୟ ର୍ନିବାଚନ ଅଧୀକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପଦ୍ମପୁରରେ ଜବତ ହୋଇଥିବା ୪୦ ଲକ୍ଷ ୫୦ ହଜାର ଟଙ୍କା ବିଜେପି ର୍ନିବାଚନରେ ବ୍ୟବହାର କରିବାର ସୂଚନା ଥିଲା ବୋଲି ର୍ନିବାଚନ କମିଶନକୁ ବିଜେଡି କହିଛି।

ମୁଖ୍ୟ ର୍ନିବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଚପଲମାଡ଼ ଆକ୍ରମଣ ଉପରେ ନିନ୍ଦା କରିବା ସହ ଏ ମାମଲାର ରିପୋର୍ଟ ରାଜ୍ୟ ର୍ନିବାଚନ କମିଶନକୁ ମାଗିଛନ୍ତି। ଏହା ସହ ର୍ନିବାଚନକୁ ସୁଚାରୁ ରୁପେ ପରିଚାଳନା କରିବା ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି। ଖାସ କରି ବୁଥ ଗୁଡିକୁ ମୋବାଇଲ ଫୋନ ନେବା ଉପରେ କଟକଣା ଜାରି କରି କଡା ସୁରଖ୍ୟା ନିଆ ଯିବ ବୋଲି ସେ ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର