ଦେବାନନ୍ଦ ମହାପାତ୍ରଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌ : ୨୦ ଦିନ ଭିତରେ ଲିଖିତ ଜବାବ୍‌ ଦେବାକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କୁ ଆଜି ମୁଖ୍ୟ ନିର୍ବାଚନ କମିସନ ନୋଟିସ୍‌ ଜାରି କରି ୨୦ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଏହି ମାମଲାରେ ନିର୍ବାଚନ କମିସନଙ୍କୁ ଲିଖିତ ଉତ୍ତର ଦେଇସାରିଛନ୍ତି। ଯଦି ସମୟ ଅବଧି ମଧ୍ୟରେ ଶ୍ରୀ ପାଣିଗ୍ରାହୀ ଲିଖିତ ଉତ୍ତର ଦେବାରେ ବିଫଳ ହୁଅନ୍ତି ତେବେ ଏହି ମାମଲାର ନିଷ୍ପତ୍ତି ମେରିଟ ଆଧାରରେ ନିଆଯିବ ବୋଲି କମିସନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର