ବିଜେଡିରେ ଯୋଗଦାନକୁ ଗୁଜବ କହିଲେ ନବ ଦାସ

0

ଭୁବନେଶ୍ୱର : କଂଗ୍ରେସର ଝାରସୁଗୁଡ଼ା ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବର୍ତମାନ ବିଦେଶ ଗସ୍ତରେ ଅଛନ୍ତି। ସେ ବିଜେଡିରେ ଯୋଗଦେଉଥିବା ନେଇ ଚାଲିଥିବା ଚର୍ଚାକୁ ଗୁଜବ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର