ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କନୌଜରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଯାଦବ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରିବେ। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ ୧୩ ତାରିଖରେ କନୌଜ ଆସନ ପାଇଁ ମତଦାନ ହେବ। ପୂର୍ବରୁ ସପା…
ଅଧିକ ଖବର ଦେଖନ୍ତୁ...

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଦଳ ପାଇଁ ପ୍ରଚାର କରିଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର କିଆକଟା ଓ ମାଧପୁର ସମେତ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ୬୦ କିମି ରୋଡ୍‌ ସୋ’ କରି ବିଜେପି ପାଇଁ ଭୋଟ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ପ୍ରଣବଙ୍କ କଡ଼ା ସମାଲୋଚନା: ପଶ୍ଚିମ ଓଡ଼ିଶାରେ ୫ ସାଂସଦ, ହେଲେ ସ୍ବର ଉଠୁନି

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ପଳସମା ଗାଁ ଖେଳପଡ଼ିଆଠାରେ ଆଜି ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ତଥା ସମ୍ବଲପୁରର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପଶ୍ଚିମ ଓଡ଼ିଶାରେ ବିଜେପିର ୫ଜଣ ସାଂସଦ ଥାଇ ବି…
ଅଧିକ ଖବର ଦେଖନ୍ତୁ...

ସାମ୍‌ନାକୁ ଆସିଲେ ମୋକିମ୍‌ଙ୍କ ଝିଅ ସୋଫିଆ: କଂଗ୍ରେସ ସୁଯୋଗ ଦେଲେ ଲଢ଼ିବି

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏଥର ନିର୍ବାଚନ ଲଢି ନ ପାରିବା ସ୍ପଷ୍ଟ ହେବା ପରେ ଆଜି ସାମନାକୁ ଆସିଛନ୍ତି ତାଙ୍କ ଝିଅ ସୋଫିଆ ‌ଫିରଦୋସ୍‌। ଆଜି ମୋକିମଙ୍କ ସମର୍ଥକ, ସହଯୋଗୀ, କଂଗ୍ରେସର ବିଭିନ୍ନ କ‌ର୍ମକର୍ତ୍ତା ଓ କର୍ପୋରେଟରଙ୍କ ସହିତ ସୋଫିଆ ଏକାଠି ହେବା ସହିତ…
ଅଧିକ ଖବର ଦେଖନ୍ତୁ...

ବାଲିକୁଦାରେ ବିଧାୟକ ରଘୁନନ୍ଦନ ସମର୍ଥକଙ୍କ ମେଳି: ଶକ୍ତି ପ୍ରଦର୍ଶନ କରିବାକୁ ସଜବାଜ

ବାଲିକୁଦା: ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରଘୁନନ୍ଦନ ଦାସଙ୍କୁ ବିଜେଡି ଟିକେଟ ନ ମିଳିବା ଘଟଣାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅ‌ସନ୍ତୋଷ ବଢିବାରେ ଲାଗିଛି। ରଘୁନନ୍ଦନଙ୍କ ସମର୍ଥକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଜି…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ‘କାଳି’ ଚିନ୍ତା!

କୋରାପୁଟ: କୋଟିଆ ଭୋଟ୍‌ ପାଇଁ ଶେଷ ରଣନୀତି ପ୍ରୟୋଗ କରିଛି ଆନ୍ଧ୍ର। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏଜେଣ୍ଟ ଘରଘର ବୁଲି ଭୋଟରଙ୍କୁ ଚିହ୍ନଟ କରୁଛନ୍ତି। ଭୋଟର୍‌ ତାଲିକା ଅନୁସାରେ ନାଁ ମେଳ କରିବାପରେ ଆନ୍ଧ୍ର ସପକ୍ଷରେ ମତଦାନ କରିବାକୁ ପ୍ରଲୋଭିତ କରୁଛନ୍ତି। ଯଦି କେହି ପ୍ରଲୋଭନରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣୁଛି ବିଜେପି: ଲେଖାଶ୍ରୀ

ଭୁବନେଶ୍ବର: ବିଜେପିର ନେତାମାନେ ନିର୍ବାଚନ ହାରୁଥିବା ଅନୁଭବ କଲେ ବିନା କୌଣସି ତଥ୍ୟ ଆଧାରରେ ମିଛ ଓ ଭିତ୍ତିହୀନ ଅଭିଯୋଗ ଆଣିଥାନ୍ତି। ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜସିଟ୍‌ ଓଡ଼ିଶା ବିଜେପି ପକ୍ଷରୁ ଅଣାଯାଇଥିଲା। ୨୦୨୪ରେ ବିଜେପି ଓଡ଼ିଶାରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଶାସନ ବ୍ୟବସ୍ଥା ଲାଇନ୍‌ଚ୍ୟୁତ: ଭୂପିନ୍ଦର ଯାଦବ

ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ସୋନପୁରରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଏହା ପରଠାରୁ ଓଡ଼ିଶା ବିଜେପି ପୂରା ଆକ୍ରମଣାଢଙ୍ଗରେ ପ୍ରଚାର ଜୋରଦାର୍ କରିବ। ଗାଁ ଗାଁରେ କିପରି ରାଜ୍ୟ ସରକାରଙ୍କ ବିଫଳତା, ଅପାରଗତା ପହଞ୍ଚିବ ସେନେଇ ଦଳ…
ଅଧିକ ଖବର ଦେଖନ୍ତୁ...

ଭିଭିପାଟ୍ ଯାଞ୍ଚ୍ ନେଇ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନକୁ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ଜାରି ରହିଛି। ଏଭଳି ରାଜନୈତିକ ପରିବେଶ ମଧ୍ୟରେ ବୁଧବାର ସୁପ୍ରିମକୋର୍ଟରେ ଇଭିଏମ୍-ଭିଭିପାଟ୍ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଭୋଟ୍ ଏବଂ ଭୋଟର ଭେରିଫାଏବଲ୍ ପେପର…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କଲା ଆଶା ଭରସା ପାର୍ଟି 

ରାଇରଙ୍ଗପୁର: ନୂତନ ଭାବେ ଗଠିତ ରାଜନୈତିକ ଦଳ ଆଶା ଭରସା ପାର୍ଟି (ଏବିପି) ପକ୍ଷରୁ ରାଇରଙ୍ଗପୁରସ୍ଥିତ ଆଇଏଲ୍ଆର୍ ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏବିପିର ମୟୂରଭଂଜ ଜିଲ୍ଲାର ସାଂସଦ ପ୍ରାର୍ଥୀ କାହ୍ନୁଚରଣ ଟୁଡୁଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...