ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କୋଟିଆରେ ଆନ୍ଧ୍ର କରିବ ମତଦାନ କେନ୍ଦ୍ର: ମିଛ କହିଲେ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳ

ପଟାଙ୍ଗି: କୋଟିଆରେ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ। ପୂର୍ବରୁ ରହିଥିବା ବୁଥ୍‌ର ସମୀକ୍ଷା ସହ ନୂଆ ବୁଥ୍‌ ପାଇଁ ସ୍ଥାନ ଚିହ୍ନଟ କରିସାରିଲାଣି। କିନ୍ତୁ ମତଦାନ ହାରକୁ ନେଇ ଆନ୍ଧ୍ର ପ୍ରଶାସନ ଚିନ୍ତିତ ରହିଥିବା ଆଭାସ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପୁରୁଣା ବେଶି, ନୂଆ କମ୍‌: ଘୋଷଣା ହେଲା ୭୨ ବିଧାନସଭା, ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ବିଜେଡିର ୪ ଜଣ ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟମାନେ ଟିକେଟ୍‌ ପାଇଛନ୍ତି। ବହୁତ କମ୍ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିଛି। କିଛି ବିଜେଡି ନେତାଙ୍କ ପୁଅ, ଝିଅ, ପତ୍ନୀଙ୍କୁ ଟିକେଟ୍‌ ମିଳିଛି। ୧୫ ଲୋକସଭା ଆସନରୁ ୪ଟିରେ ପ୍ରାର୍ଥୀ ଅପରିବର୍ତ୍ତିତ ଅଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

କଠୋର ହେଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ଅବାଧ,ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇିସିଆଇ) ଗୁରତ୍ବ ଦେଉଛନ୍ତି। ନିର୍ବାଚନ ଆଚରଣ ବିଧିର ଯେଭଳି ଉଲଂଘନ ନ ହୁଏ ତାହା ଉପରେ ମଧ୍ୟ ଆୟୋଗଙ୍କର ତୀକ୍ଷ୍‌ଣ ନଜର ରହିଛି।…
ଅଧିକ ଖବର ଦେଖନ୍ତୁ...

ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ପାଣ୍ଡିଆନ

ଭୁବନେଶ୍ୱର: ନବୀନ ସରକାରଙ୍କ ଦ୍ୱାରା ବିଗତ ୨୪ ବର୍ଷ ଧରି ନିରନ୍ତର ବିକାଶମୂଳକ କାର୍ଯ୍ୟ ହୋଇଛି। ବିଶେଷ କରି ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି। ଏହି ବିକାଶର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ବିଜେଡି ମିଡିଆ ସେଲ୍‌ର ଦାୟିତ୍ବ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ନର୍ଲାରେ ବିଜେଡି ଟିକେଟ ଝୁଲି ରହିଛି: ଦଳ ଛାଡ଼ିଲେ ଧନେଶ୍ବର ମାଝୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ନେତା ତଥା ପୂର୍ବତନ ବିଧାୟକ ଧନେଶ୍ବର ମାଝୀ ବୁଧବାର ବିଜେଡିରୁ ଇସ୍ତଫା ଦେବାପରେ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବରୁ ବିଜେଡିର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେଇଥିବାବେଳେ ଭବାନୀପାଟଣା…
ଅଧିକ ଖବର ଦେଖନ୍ତୁ...

ବିଜେଡିର ବ୍ରହ୍ମପୁର ଲୋକସଭା ଆସନ ଘୋଷଣା ଅଟକିଲା

ବ୍ରହ୍ମପୁର: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଦଫାରେ ବିଜେଡି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଓ ବିଧାନସଭା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ, ବ୍ରହ୍ମପୁର ଲୋକସଭା ଆସନ ପାଇଁ ଉଭୟ ଦଫାରେ କାହା ନାମ ଘୋଷଣା କରିନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ସୁରଙ୍କ ପୁଅ ମନ୍ମଥ: ମିଶିବାର ଦୁଇ ଘଣ୍ଟାପରେ ଟିକେଟ୍‌

ଭୁବନେଶ୍ବର: ଜଟଣୀ ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଆଜି ଶଙ୍ଖଭବନରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ,…
ଅଧିକ ଖବର ଦେଖନ୍ତୁ...

ଧ୍ରୁବ ବିଧାୟକ, ଅଂଶୁମାନ ସାଂସଦ ପ୍ରାର୍ଥୀ ଘୋଷଣା ପରେ ଅଟକିଗଲା ମିଶ୍ରଣ ପର୍ବ

ରାଜନଗର: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବାପରେ ଆଜି ରାଜନଗର ନିର୍ବାଚନମଣ୍ତଳୀ ବିଜୁ ଜନତା ଦଳ ପକ୍ଷରୁ ରାଜନଗର ବ୍ଲକର ଗୋସିଗାଁ ଠାରେ ଏକ ବଡ଼ଧରଣର ମିଶ୍ରଣ ପର୍ବର ଯୋଜନା ହୋଇଥିଲା। ମାତ୍ର, ପ୍ରାର୍ଥୀ ତାଲିକା ଘୋଷଣା ପରେ ମିଶ୍ରଣପର୍ବକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମହେଶ ସାହୁଙ୍କ ଟିକେଟ କଟିଲା: ଗୋଟିଏ ପରିବାରରୁ ଦୁଇଟି ଟିକେଟ

ଅନୁଗୁଳ: ଗୋଟିଏ ପରିବାର ଗୋଟିଏ ଟିକେଟ୍‌। ଏହି ସୂତ୍ର କିନ୍ତୁ ଢେଙ୍କାନାଳରେ ବଦଳିଛି। ଢେଙ୍କାନାଳରେ ସାମଲ ପରିବାରର ଦୁଇଜଣଙ୍କୁ ଟିକେଟ୍ ମିଳିଛି। ବିଧାୟକ ଟିକେଟ୍ ପାଇଥିଲେ ସୁଧୀର ସାମଲ। ପରେ ତାଙ୍କ ପୁତୁରା ତଥା ରାଜନୀତିରେ ନୂଆକରି ସାମିଲ ହୋଇଥବା ଡା. ଅବିନାଶ ସାମଲଙ୍କୁ ଦଳ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ପୂର୍ଣ୍ଣ ସେଠୀ, ପୀୟୂଷ ମହାନ୍ତି

ଭୁବନେଶ୍ୱର/ ଖଲ୍ଲିକୋଟ: ନିର୍ବାଚନ ଯେତିକି ପାଖଉଛି ବିଜେପି ଓ ବିଜେଡିରେ ଦଳ ଡିଆଁ ନେତାଙ୍କ ଭିଡ଼ ସେତେ ‌ବଢ଼ୁଛି। ହେଲେ ଏବେ ଗତ କିଛି ଦିନ ହେଲା ବିଜେପିରେ ଘନଘନ ମିଶ୍ରଣ ପର୍ବ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...