ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପା ଓ ମାଆ !

ଭୁବନେଶ୍ୱର : ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବାପା ଓ ମାଆ । ରାଜ୍ୟ ରାଜନୀତିରେ ନିଜର ଛାପ ଛାଡିବା ପରେ ଏବେ ନିଜ ପୁଅ ଓ ଝିଅକୁ ରାଜନୀତିରେ ନୂଆ ପରିଚୟ ଦେବା ପାଇଁ ବଡ ବଡ ହେଭିୱେଟ ନେତା କମର କଷିଛନ୍ତି। କୋରାପୁଟ ଓ ସୁନ୍ଦରଗଡରେ…
ଅଧିକ ଖବର ଦେଖନ୍ତୁ...

ଟିକେଟ ପାଇଲେ ନାହିଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଯେଉଁମାନେ ବର୍ଷ ତମାମ ଟିଭି ପରଦାରେ ଦଳର…

ଭୁବନେଶ୍ୱର : ଟିଭି ଚେହେରାଙ୍କୁ ମିଳିଲା ନାହିଁ ଟିକେଟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଯେଉଁମାନେ ବର୍ଷ ତମାମ ଟିଭିରେ ଚେହେରା ବନିଥିଲେ, ସେମାନେ କିନ୍ତୁ ଏଥର ଟିକେଟ ପାଇ ନାହାନ୍ତି । ପ୍ରଶ୍ନ ଉଠୁଛି ଟିଭି ଷ୍ଟୁଡିଓରେ ଲଢେଇ କରୁଥିବା ନେତାଙ୍କୁ କାହିଁକି ମୈଦାନରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲା ବିଜେଡିର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା, ନିଲମ୍ବନ ଉଠିବା ନେଇ ସଭାପତିଙ୍କ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେଡି ସଭାପତି ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଦଳୀୟ ଟିକଟ ନମିଳିବା ପରେ ସେ ଦଳ ଛାଡି ବିଜେପିକୁ ପଳାଇଯିବା ପରେ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କୁ ବୁଧବାର ଏକ ଶୋଭାଯାତ୍ରାରେ ଭଦ୍ରକର ଜିଲ୍ଲା ବିଜେଡି…
ଅଧିକ ଖବର ଦେଖନ୍ତୁ...

୪ ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ, ବସ୍ତାରୁ ଲଢ଼ିବେ ରଘୁ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାରତୀୟ ଜନତା ପାର୍ଟି ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ହୋଇଥିବା ଘୋଷଣା ଅନୁସାରେ ନିକଟରେ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ନେଇ ସୁପ୍ରିମ୍‌ କୋର୍ଟରେ ମୁହାଁମୁହିଁ ହେଲେ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ମୋଦି ସରକାରଙ୍କର ‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ନେଇ ଆଜି ସୁପ୍ରିମ୍‌ କୋର୍ଟରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ। ‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ବିରୋଧ କରି ଏହାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିଶନ ସୁପ୍ରିମ୍‌ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ କଂଗ୍ରେସର ପିପିଲି ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ : ନିର୍ବାଚନ ଲଢିବି…

ପିପିଲି :  ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରୁ ସେ ଓହରିଯାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଯୁଧିଷ୍ଠିର । ଜାଣିଶୁଣି ତାଙ୍କୁ ଏତେ ବିଳମ୍ବରେ ଟିକେଟ ଦିଆଯାଇଛି ବୋଲି ସେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ-ଜେଏମ୍‌ଏମ୍‌: ମେଣ୍ଟ ଘୋଷଣା ହୋଇନି, ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

ବାରିପଦା (ରାଜକିଶୋର ଦାଶ): ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଜାତୀୟ ସ୍ତରରେ କଂଗ୍ରେସ ଦେଇଥିବା ମହାମେଣ୍ଟ ଆଧାରରେ ଝାଡ଼ଖଣ୍ଡରେ କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ମେଣ୍ଟ ଚୁଡ଼ାନ୍ତ ହୋଇଛି। ତେବେ ଓଡ଼ିଶାରେ କଂଗ୍ରେସ-ଜେଏମଏମ ମଧ୍ୟରେ ମେଣ୍ଟ ନେଇ ଚୁଡ଼ାନ୍ତ ନିଷ୍ପତି ହୋଇ ନଥିଲେ ମଧ୍ୟ ବୁଧବାର…
ଅଧିକ ଖବର ଦେଖନ୍ତୁ...

ରାଜୀବଙ୍କ ନିଧନର ପୂର୍ବରାତିର କାହାଣୀ-ଜଣେ ଇତିହାସକାରଙ୍କ ସ୍ମୃତିଲିପି

ଏ କାହାଣୀ ଯେତିକି ରୋମାଞ୍ଚକର, ସେତିକି କରୁଣ। ଏହା ଅନ୍ୟ ନିର୍ବାଚନ କାହାଣୀଠାରୁ ଭିନ୍ନ। ଏଇଥିପାଇଁ ଯେ, ଏଥି ସହିତ ଯୋଡ଼ାହୋଇ ରହିଛି ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାଜୀବ ଗାନ୍ଧୀଙ୍କ ଜୀବନର ଶେଷ ଦୁଇଦିନର ସ୍ମୁତି। ମସିହା ୧୯୯୧। ଲୋକସଭା…
ଅଧିକ ଖବର ଦେଖନ୍ତୁ...

ରାଫେଲ ଦୁର୍ନୀତି ସଂପର୍କରେ ଉଲ୍ଲେଖ ଥାଇ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ୬ଟି ବିଜ୍ଞାପନ ଭିଡିଓକୁ ରଦ୍ଦ କଲେ ନିର୍ବାଚନ…

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ ଦଳୀୟ ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୬ଟି ଦୃଶ୍ୟଶ୍ରାବ୍ୟ (ଅଡିଓ ଭିଜୁଆଲ) ବା ଭିଡିଓ ବିଜ୍ଞାପନକୁ ନିର୍ବାଚନ କମିଶନ ଆଜି ଖାରଜ କରି ଦେଇଛନ୍ତି। ଫଳରେ ଏହି ବିଜ୍ଞାପନଗୁଡ଼ିକୁ ଦଳ ଆଉ ନିଜର ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରକୁ ଟାର୍ଗେଟ କରି ୬୦ କିମି ରୋଡ ସୋ’ ଆରମ୍ଭ କଲେ ନବୀନ ପଟ୍ଟନାୟକ, କହିଲେ- କୁଆଡେ ଗଲା ୧୦ କୋଟି ଚାକିରି

ବ୍ରହ୍ମପୁର: ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବୁଧବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାରର ପ୍ରଥମ ଦିନରେ ହିଁ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଂଜାମରେ ୬୦ କିଲୋମିଟର ରୋଡ ସୋ’ ଅବସରରେ ନିର୍ବାଚନୀ ସଭାରେ…
ଅଧିକ ଖବର ଦେଖନ୍ତୁ...