କଂଗ୍ରେସରେ ଯୋଗଦେଲେ ମହିଳା ଶିଳ୍ପପତି ପ୍ରଭାବତୀ ପଟ୍ଟନାୟକ

ଭୁବନେଶ୍ବର : ବିଶିଷ୍ଟ ମହିଳା ଉଦ୍ୟୋଗପତି ଓ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଭାବତୀ ପଟ୍ଟନାୟକ ଯୋଗ ଦେଇଥିବା ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର