ଦଳ ଚାହିଲେ ନିର୍ବାଚନ ଲଢ଼ିବି: ପ୍ରିୟଙ୍କା

ନୂଆଦିଲ୍ଲୀ : ଦଳ ଚାହିଲେ ସେ ନିର୍ବାଚନ ଲଢ଼ିବେ। ଆଜି ଏଭଳି ସୂଚନା ଦେଇଛନ୍ତି କଂଗ୍ରେସର ସାଧାରଣ ସଂପାଦିକା ତଥା ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ। ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଦଳ ତାଙ୍କୁ ଯାହା ଦାୟିତ୍ବ ଦେବ ତାହାକୁ ସେ ପାଳନ କରିବେ। ଏପରିକି ୟୁପି ବାହା‌େର ମଧ୍ୟ ପ୍ରଚାର ଦାୟିତ୍ବ ମିଳିଲେ ତାହା ମଧ୍ୟ କରିବାକୁ ପ୍ରସ୍ତୁତ।

ସମ୍ବନ୍ଧିତ ଖବର