ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ ଶନିବାର ଦଳ ଛାଡ଼ିଛନ୍ତି। ରାଜକିଶୋର ଦାସ ନିଜର ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି। ଦେଶର ବୃହତ୍ତ ପାର୍ଟି ସହିତ କାମ କରି ମୁଁ ଖୁସି ଅନୁଭବ କରିଛି ବୋଲି ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

publive-image