ରାଜନଗର : ରାଜନଗର ବିଜେପିର ବରିଷ୍ଠନେତା, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଜ୍ଞାନଦେବ ବେଉରା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। କୋରାପୁଟ ଜିଲ୍ଲା ଜୟପୁରଠାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ଖୁବଶୀଘ୍ର ରାଜନଗର ନିର୍ବାଚନମଣ୍ତଳୀର ହଜାରେ ବିଜେପି କର୍ମୀ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ମିଳିଛି।
କଂଗ୍ରେସରେ ମିଶିଲେ ଜ୍ଞାନଦେବ
/sambad/media/post_attachments/wp-content/uploads/2019/03/RAJNAGAR-CONGRESS-RE-MISILE-GYANADEBA_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)