ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଶନିବାର ଦିନ ବିଜୁ ଜନତା ଦଳରୁ ତିନି ଜଣଙ୍କୁ ବହିଷ୍କାର କରାଯାଇଛି।
ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼, ଶ୍ରୀ କେ. ରାମକୃଷ୍ଣ ଏବଂ କଟକ ଜିଲ୍ଲା ବାଙ୍କି ନିର୍ବାଚନ ମଣ୍ଡଳୀର କାହ୍ନ ସିଂହଙ୍କୁ ଦଳରୁ ବହିଷ୍କାର କରିଥିବା କଥା ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/bjd-3.jpg)