ଜାଣନ୍ତୁ କେଉଁ ରାଜନୈତିକ ଦଳ ପାଖରେ କେତେ ଅର୍ଥ ଅଛି?

ସବୁଠୁ ଅଧିକ ଧନ ରଖିଛି ଭାରତୀୟ ଜନତା ପାର୍ଟି!

ଦେଶର ସାତଟି ଜାତୀୟ ସ୍ତରର ରାଜନୈତିକ ଦଳମାନଙ୍କ ନିକଟରେ ମହଜୁଦ୍‌ ଥିବା ନଗଦ ଅର୍ଥ, ବ୍ୟାଙ୍କ୍‌ ବାଲାନ୍ସ ଓ ସଂପତ୍ତି ଇତ୍ୟାଦିକୁ ନେଇ ମାର୍ଚ୍ଚ ୨୦୧୬ ସୁଦ୍ଧା ହୋଇଥିବା ଆକଳନରୁ ଜଣାଯାଇଛି ଯେ ଏମାନଙ୍କ ମୋଟ ସଂପତ୍ତିର ପରିମାଣ ହେଉଛି ୨,୭୧୯ କୋଟି ଟଙ୍କା। ଏମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ରହିଛି ସମସ୍ତଙ୍କଠୁ ଆଗରେ। ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ। ଭାରତର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ୨୦୦୪-୦୫ରୁ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ସମ୍ପତ୍ତି ହାସଲ କରିଛନ୍ତି ଜାଣନ୍ତୁ।

 

 

ସମ୍ବନ୍ଧିତ ଖବର