କ୍ଷୀର-ସର ଓ ମିଶ୍ରିର ‘ଅଣସର ପଣା’

ଅଣସର ବେଳେ ତାଟି ବାହାରେ ତିନି ପଟିଦିଅଁଙ୍କ ସମେତ ଦଶାବତାର ଠାକୁର ପୂଜା ହେବାବେଳେ, କ’ଣ ହୁଏ ତାଟି ଭିତରେ? ଏହାକୁ ‘ଗୁପ୍ତ ସେବା’ ବୋଲି କୁହାଯାଇଛି । ଅଣସର ଘରେ ଦାରୁବିଗ୍ରହମାନଙ୍କର ଏହି ସେବା ହୋଇଥାଏ । ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଯେଉଁବର୍ଷ ନବକଳେବର ହୁଏ, ସେହି ବର୍ଷ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟିଲା ଓଦା ବସ୍ତ୍ର, ଆଜି ଫୁଲୁରୀ ତେଲ ଲାଗି

ପୁରୀ : ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଚାଲିଛି ଯୋଖା ହଣା, ନାଟଗୁଡ଼ୁ କାମ

ପୁରୀ : ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମାମାନେ ସେବକମାନେ ଆଜି ରଥଖଳାରେ ଯୋଖା ହଣା କାମକୁ ଆଗେଇ ନେଇଛନ୍ତି। ନନ୍ଦିଘୋଷ ରଥର ଯୋଖା ହଣା କାର୍ଯ୍ୟ ଶେଷ ହୋଇଥିବାବେଳେ ବାକି ଦୁଇ ତାଳଧ୍ବଜ ଓ ଦର୍ପଦଳନର ଯୋଖାହଣା ଶେଷ…
ଅଧିକ ଖବର ଦେଖନ୍ତୁ...

ଜରର ଉପଚାର: ‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’

ମାନବୀୟ ଲୀଳାରେ ଅଣସରଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଜରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ "ଫୁଲୁରି ତେଲ' ଓ "ଦଶମୂଳ ମୋଦକ' । "ଫୁଲୁରି ତେଲ'ର ପ୍ରସ୍ତୁତିବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଚାଲିଛି ଯୋଖା ହଣା

ପୁରୀ : ରଥଯାତ୍ରା ଆଉ ୧୪ ଦିନ ବାକିଥିବା ବେଳେ ତିନି ରଥକୁ ଶେଷ ସ୍ପର୍ଶ ଦେବା ପାଇଁ ତିନି ରଥର ବିଶ୍ବକର୍ମା, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକ ଦିନରାତି ଏକ କରି ଦେଇଛନ୍ତି। ଭୋଇ ସେବକଙ୍କ ଦ୍ବାରା ଆବଶ୍ୟକ କାଠ ଯୋଗାଣ ପରେ ମହାରଣା ସେବକମାନେ ଯୋଖା…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ହାତୀ ବ୍ୟବହାରକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଅହମ୍ମଦାବାଦ ରଥଯାତ୍ରାକୁ ନେଇ ତେଜିଲା ବିବାଦ | ଆସାମ କାଳୀବୋରର କଂଗ୍ରେସ ସାଂସଦ ଗୌରଭ ଗୋଗୋଇ ଏ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେ଼କରଙ୍କୁ ଚିଠି ଲେଖିଛନ୍ତି | ନିଜ ଚିଠିରେ ସେ ଦର୍ଶାଇଛନ୍ତି ଯେ ଅହମ୍ମଦାବାଦରେ ହେଉଥିବା ରଥଯାତ୍ରା ପାଇଁ ଆସାମ ସରକାର…
ଅଧିକ ଖବର ଦେଖନ୍ତୁ...

ଲୀଳାର ଖେଳା: ଠାକୁରଙ୍କୁ ଜର!

ସତରେ କ'ଣ ଅଣସର ବେଳେ ଠାକୁରଙ୍କୁ ଜର ହୁଏ? ଏ ପ୍ରଶ୍ନ ବେଳେବେଳେ କେହି କେହି ପଚାରନ୍ତି । କିନ୍ତୁ ଏହାର ଗୋଟିଏ ସ୍ପଷ୍ଟ, ଶାସ୍ତ୍ର-ଆଧାରିତ ଉତ୍ତର "ସ୍କନ୍ଦ ପୁରାଣ'ରେ ଅଛି । ମହର୍ଷି ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣର "ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ଆରମ୍ଭରେ ଏହା ରହିଛି ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀବିଗ୍ରହଙ୍କ ଫିଟା ହେଲା ଓଦା ବସ୍ତ୍ର, ଆଜି ଫିଟିବ ଶ୍ରୀଅଙ୍ଗ

ପୁରୀ : ଆଜି ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟାଯାଇଛି। ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ। ଆସନ୍ତା ପଞ୍ଚମୀରୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲରୀ ତେଲ ଏବଂ ଔଷ ଲାଗି ହେବ। ଏହି ଔଷ…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ : ଛନ୍ଦାଗୟଳ ମୋଡ଼ା କାମ ଶେଷ ପର୍ଯ୍ୟାୟରେ

ପୁରୀ : ଘୋଷଯାତ୍ରା ‌ଯେତିକ ପାଖଉଛି, ରଥ ନିର୍ମାଣ କାମ ସେତିକି ତ୍ବରାନ୍ବିତ ହେଉଛି। ମହାରଣା ‌ସେବକ, ‌ଭୋଇ ସେବକ ଏବଂ କମାର ଶାଳରେ ଓଝା ସେବକ, ସମସ୍ତେ ନିଜ ନିଜର ଦାୟିତ୍ବ ନିଷ୍ଠାର ସହ ନିର୍ବାହ କରୁଛନ୍ତି। ବିଶ୍ବକର୍ମାମାନେ ତିନି ରଥର ଛନ୍ଦାଗୟଳ ମୋଡ଼ା କାମକୁ ଶେଷ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଅଣସର ତାଟି: ଭିତରେ ପାଞ୍ଚ, ବାହାରେ ଦଶ

ସ୍ନାନବେଦୀରେ ହାତୀବେଶ ଉଲାଗି (ଖୋଲା) ହେବା ପରେ, ଚତୁର୍ଦ୍ଧାମୂର୍ତ୍ତି "ଗୋଟି ପହଣ୍ଡି'ରେ ଅଣସର ଘରକୁ ଯାଆନ୍ତି । କିନ୍ତୁ ସ୍ନାନବେଦୀକୁ ଆସିଲାବେଳେ ସେମାନେ "ଧାଡ଼ି ପହଣ୍ଡି'ରେ ଆସିଥାଆନ୍ତି । କେଉଁଟି ଧାଡ଼ି ପହଣ୍ଡି ହୁଏ ଓ କେଉଁଟି ଗୋଟି ପହଣ୍ଡି, ତାହାର ଏକ ସରଳ ସୂତ୍ର ରହିଛି ।…
ଅଧିକ ଖବର ଦେଖନ୍ତୁ...