ତ୍ବମେବ ସର୍ବଂ ମମଦେବଦେବ: ରଥରେ ଖଞ୍ଜା ମଠର ନୀତି

ଶ୍ରୀମନ୍ଦିର ସହ ପୁରୀର ମଠ ସଂସ୍କୃତି ଓତପ୍ରୋତ ଭାବେ ଜଡ଼ିତ। ବିଭିନ୍ନ ନୀତି ସମ୍ପାଦନରେ ମଠମାନେ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାରେ ମଧ୍ୟ ମଠମାନଙ୍କର ନୀତି ରହିଛି। ରାଘବଦାସ ମଠ ପକ୍ଷରୁ ଅଣସର ପିଣ୍ଡି ନିମନ୍ତେ କାଠର କନକମୁଣ୍ଡି ଓ ପ୍ରଭା ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ତ୍ବମେବ ସର୍ବଂ ମମଦେବଦେବ: ରଥ ନିର୍ମାଣ କୌଶଳ ଭିନ୍ନ, ରୋଚକ

ଶ୍ରୀକ୍ଷେତ୍ରରେ ରଥର ନିର୍ମାଣ କୌଶଳ ଯେତିକି ଭିନ୍ନ, ବିଭିନ୍ନ ଅଂଶର ନାମକରଣ ସେତିକି ରୋଚକ। ରଥ ଚକଠୁ ନେଇ ଅଗ୍ର ଭାଗରେ ବାନା ପର୍ଯ୍ୟନ୍ତ ପ୍ରତ୍ୟେକଟି ଅଂଶର ନାମ ଭିନ୍ନ ଭିନ୍ନ ରହିଛି। ରଥକାରମାନେ ରଥ ନିର୍ମାଣ ବେଳେ ଏ ସମସ୍ତ ଅଂଶକୁ ଭିନ୍ନ ଭିନ୍ନ ନାମରେ କାମ ସରିବା ନେଇ ସଙ୍କେତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଇସ୍କନ୍‌ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ଇସ୍କନ ପକ୍ଷରୁ କରାଯାଉଥିବା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଆର୍‌ପି ଛକରୁ ଗାଡ଼ି ଅଟକାଯାଇ ସିଆର୍‌ପି ଛକରୁ ଏକାମ୍ରକାନନ ଦେଇ ଜୟଦେବବିହାରକୁ ଛଡ଼ା ଯିବାର ବ୍ୟବସ୍ଥ‌ା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

୫୬ ରଥ ପାଇଁ ୨୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ

ଭୁବନେଶ୍ବର: ଚଳିତ ବର୍ଷ ରାଜଧାନୀରେ ଗଡ଼ିବ ୫୬ଟି ରଥ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ ବୋଲି ପୁଲିସ କୁହିଛି। ନିଜ ନିଜ ଅଞ୍ଚଳରେ ହେଉଥିବା ରଥଯାତ୍ରା ଉପରେ ନଜର ରଖିବା…
ଅଧିକ ଖବର ଦେଖନ୍ତୁ...

ଆଜି ମହାମିଳନ; ସାଢ଼େ ୯ଟାରୁ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ମହାପ୍ରଭୁଙ୍କ ଆଜ୍ଞ‌ା ପାଇ ତିନି ରଥ ଆଜି ସିଂହଦ୍ବାର ସମ୍ମୁଖ ଚକଡ଼ାରେ ବିଜେ କରିଛନ୍ତି। ତିନିବାଡ଼ଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରେ ଥିବା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନଙ୍କୁ ପୁଲିସ ଓ ଭକ୍ତବୃନ୍ଦ ସିଂହଦ୍ବାର ସମ୍ମୁଖକୁ ଟାଣି ଆଣିଛନ୍ତି। ଟିକେ ସ୍ପର୍ଶ ପାଇଁ ମହାପ୍ରଭୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚଳଚଞ୍ଚଳ ଉତ୍ତର ଭୁବନେଶ୍ବର

ଚନ୍ଦ୍ରଶେଖରପୁର: ଘୋଷଯାତ୍ରା ପାଇଁ ଉତ୍ତର ଭୁବନେଶ୍ବର ଚଳଚଞ୍ଚଳ ହୋଇଉଠିଛି। ସ୍ଥାନୀୟ ଅଞ୍ଚଳର ପ୍ରମୁଖ ୪ ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାତି ପାହିବା ବେଳକୁ ପଟିଆ, ଚନ୍ଦ୍ରଶେଖରପୁର, ନାଲ୍‌କୋ ଛକ, ଶୈଳଶ୍ରୀବିହାର ଓ ଶିଖରଚଣ୍ଡୀ ଅଞ୍ଚଳରେ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଟାହିଆ ହଲେଇ ମନକୁ ଭୁଲେଇ ଆସ ହେ ମର୍ଦ୍ଦଳ ତାଳେ

ସ୍ନାନ ଓ ଗୁଣ୍ଡିଚା ଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେରେ ରତ୍ନସିଂହାସନ ବାହାରକୁ ଆସିଥାନ୍ତି। ଏହି ଦୁଇ ଯାତ୍ରା ଅବସରରେ ତାଙ୍କର ଛଅ ଥର ପହଣ୍ଡି ବିଜେ ହୋଇଥାଏ। ରତ୍ନସିଂହାସନରୁ ଅବତରଣ କରି ରଥକୁ ବା ସ୍ନାନମଣ୍ଡପକୁ ଗଲାବେଳେ ଓ ଫେରିବାବେଳେ ଚତୁର୍ଦ୍ଧା ମୂର୍ତ୍ତି ଏକ…
ଅଧିକ ଖବର ଦେଖନ୍ତୁ...

ଇତିହାସ ପୃଷ୍ଠା​ରେ…. ୭ଦିନରେ ପହଞ୍ଚିଥିଲା ରଥ

ପୁରୀ: ଏବେ ରଥଯାତ୍ରାରେ ତିନି ରଥ ଗୋଟିଏଦିନରେ ସିଂହଦ୍ବାରରୁ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଛି। ଏମିତି ବି କାଳଖଣ୍ଡ ଥିଲା, ଯେବେ ରଥ ପହଞ୍ଚିବା ବେଳକୁ ୭ ଦିନ ଲାଗି ଯାଇଥିଲା। ସେତେବେଳେ ମାଳିନୀ ନଦୀ ନଥିଲା, କି ୬ ରଥ ହେଉନଥିଲା। କିନ୍ତୁ, ୧୮୮୯ ମସିହାର ରଥଯାତ୍ରାରେ ରଥ…
ଅଧିକ ଖବର ଦେଖନ୍ତୁ...

ଝଲସିବ ବିଶ୍ୱର ସର୍ବବୃହତ୍ ନନ୍ଦିଘୋଷ ରଥ: ରଙ୍ଗ କା‌ମରେ ଲାଗିଛନ୍ତି ରଘୁରାଜପୁର ଚିତ୍ରକାର ପରିବାର

କେନ୍ଦୁଝର: ଏଥର ଝଲସିବ କେନ୍ଦୁଝରର ସର୍ବବୃହତ୍ ନନ୍ଦିଘୋଷ ରଥ। ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଳ୍ପ କିଛି କାମ ବାକି ରହିଛି ବୋଲି ରଥ ମହାରଣା ନୀଳମଣି ମହାରଣା ପ୍ରକାଶ କରିଛନ୍ତି। ଚଳିତବର୍ଷ ଅକ୍ଷୟ ତୃତୀୟାରେ ରଥ କାମ ଆରମ୍ଭ ହୋଇଥିଲା। ନୀଳମଣି ମହାରଣାଙ୍କ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

ପୁରୀ: ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଓଷ ପ୍ରସ୍ତୁତ କରିଛନ୍ତି ରାଜ ବୈଦ୍ୟ। ଦୁଇମାସ ତଳୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଦଶମୂଳ ପାଚକ (ମୋଦକ) ଗାରଦରେ ଜିମା ଦେଇଛନ୍ତି ରାଜ ବୈଦ୍ୟ। ବିଧି ବିଧାନ ମୁତାବକ ୫ଟି ଛୋଟ ଓ ୫ଟି ବଡ଼ ଗଛର ମୂଳ…
ଅଧିକ ଖବର ଦେଖନ୍ତୁ...