ଇତିହାସ ପୃଷ୍ଠା​ରେ: ରାତିରେ ମଶାଲ ଜାଳି ରଥ ଚାଲିଥିଲା

ପୁରୀ: ୧୮୮୦ ମସିହା ଗୁଣ୍ଡିଚା ଯାତ୍ରାରେ ରଥଟଣାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଚତୁର୍ଦ୍ଧା ବିଗ୍ରହ ରଥରେ ବିଜେ ହୋଇଥିଲେ। କିନ୍ତୁ, ଯାତ୍ରା ଚାରିଦିନ ବିଳମ୍ବ ହୋଇଥିଲା। ମ୍ୟାନେଜର୍‌ ଓ ପୁଲିସ ସାହେବଙ୍କ ମଧ୍ୟରେ ମତାନ୍ତର ଯୋଗୁ ରଥଯାତ୍ରାରେ ବ୍ୟାଘାତ ଦେଖାଯାଇଥିଲା। ୧୮୮୦…
ଅଧିକ ଖବର ଦେଖନ୍ତୁ...

ବିଜେବି କଲେଜରେ ଛାତ୍ରଙ୍କୁ ମାଡ଼ମରା ଘଟଣା; ରାଗିଂ ନୁହେଁ ବୋଲି କହିଲେ ଡିସିପି

ଭୁବନେଶ୍ବର: ବିଜେବି କଲେଜରେ ରାଗିଂ ଘଟଣା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭାଇରଲ ଭିଡ଼ିଓକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଅଭିଯୋଗ କରିଛନ୍ତି। ସେ ମାଡ଼ଖାଇଥିବା ଛାତ୍ରର ସାଙ୍ଗ। ଜଣେ ଛାତ୍ରୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଶେଷରେ ଜବରଦଖଲମୁକ୍ତ ହେଲା ଆର୍‌ଏସ୍‌ପି କ୍ବାର୍ଟର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛାଡ଼ୁନଥିଲେ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ରୁ ଅବସର ନେଲାପରେ ମଧ୍ୟ ବାସଗୃହ ଛାଡ଼ିନଥିଲେ। ବାରମ୍ବାର ତାଗିଦ୍‌ ପରେ ମଧ୍ୟ ପୂର୍ବତନ କର୍ମଚାରୀମାନେ କିଛି ଶୁଣିନଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହେବାରୁ ରାୟ ତାଙ୍କ ସପକ୍ଷରେ ଆସିଥିଲା। ତେବେ ଆର୍‌ଏସ୍‌ପି…
ଅଧିକ ଖବର ଦେଖନ୍ତୁ...

ରଥ ପଥ ଜଗନ୍ନାଥ: ରଥରେ ବିଜେ କାହାଳି

ବିଜେ କାହାଳୀର ମାଙ୍ଗଳିକ ଧ୍ବନି ମହାପ୍ରଭୁ ବିଜେ ହେବାର ସଙ୍କେତ ଦିଏ। କାହାଳୀ ବାଜିବା ପରେ ଶ୍ରୀଜିଉ ପହୁଡ଼ ଯାଆନ୍ତି। ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରକୁ ବିଜେ କଲାବେଳେ ବି ସାଥିରେ ଥାଏ ବିଜେ କାହାଳୀ। ବର୍ଷକ ୩୬୫ ଦିନ ମଧ୍ୟରୁ ଅଣସର ସମୟକୁ ବାଦ ଦେଲେ ୩୫୦ ଦିନ କାହାଳୀ ସେବକ ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ରତ୍ନସିଂହାସନ କନକମୁଣ୍ଡି ଚାନ୍ଦୁଆ କାମ ଅନୁକୂଳ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାପ୍ରଭୁ ନୀଳାଦ୍ରି ବିଜେରେ ପୁଣି ରତ୍ନ ସିଂହାସନକୁ ବିଜେ କରିବେ। ଏହା ପୂର୍ବରୁ ରତ୍ନ ସିଂହାସନରେ ନୂଆ କନକମୁଣ୍ଡି ଚାନ୍ଦୁଆ ଲାଗି ହେବ। ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି କନକମୁଣ୍ଡି ଚାନ୍ଦୁଆ କାମ ଅନୁକୂଳ ହୋଇଛି। ବଡ଼ ଓଡ଼ିଆ ମଠ ମହନ୍ତ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର କଳାହାଟ ଦ୍ବାର କାମ ଜାରି: ଲାଗିଲା ଫ୍ରେମ୍‌, ନୂଆ କବାଟ

ପୁରୀ: ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଚାଲିଛି ଶ୍ରୀମନ୍ଦିର ମରାମତି କାମ। ଏହିକ୍ରମରେ ଗତବର୍ଷଠାରୁ ଅଟକି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର କଳାହାଟ ଦ୍ବାର କାମ ତ୍ବରାନ୍ବିତ ହୋଇଛି। ପୁରୁଣା ଦ୍ବାରକୁ ଖୋଲି ନୂଆ କବାଟ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ତିନିରଥର ଦକ୍ଷିଣମୋଡ଼ ଆଜି: ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ

ପୁରୀ: ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ବାର ସମ୍ମୁଖରେ ଅଟକି ରହିଥିବା ତିନି ରଥ ଆସନ୍ତାକାଲି ଦକ୍ଷିଣମୋଡ଼ ନେବେ। ନାକଚଣା ଦ୍ବାରସ୍ଥିତ ଶରଧାବାଲିରେ ବିଜେ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିକୁ ସଫାସୁତରା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ: ବିଚାରପତିଙ୍କୁ ଛାଡ଼ିଲେନି

ପୁରୀ: ନବଦିନାତ୍ମକ ଶୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଶ୍ରୀଜିଉ ଗତକାଲି ରାତିରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ଅବସ୍ଥାରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଗତକାଲି ରାତିରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତଙ୍କ ପାଇଁ ଗତକାଲି ରାତିରେ ପୁରୀ ସହର ଚଳଚଞ୍ଚଳ ଥିଲା।…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ପାର୍କିଂ ଶୋଷଣ: ପୌରସଂସ୍ଥା ନାଁରେ ଲୁଟୁଛନ୍ତି

ପୁରୀ: ରଥଯାତ୍ରାରେ ଭକ୍ତଙ୍କ ଭିଡ଼ ଦେଖି କିଛି ବ୍ୟକ୍ତି ପାର୍କିଂ ନାଁରେ ଶୋଷଣ ଆରମ୍ଭ କରି ଦେଇଛନ୍ତି। ପୌରସଂସ୍ଥାର କୌଣସି ବୈଧ ରସିଦ୍‌ ନ ଥିଲେ ବି ପୁରୀ ପୌରସଂସ୍ଥା ନାଁରେ ଭକ୍ତଙ୍କଠାରୁ ‌ପାର୍କିଂ ନାଁରେ ଟଙ୍କା ଆଦାୟ କରୁଛନ୍ତି। ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆଗରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡ ପାଲଟିଲା ଚିଲିକାର ଜଳରାଶି ! ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ହେଲା ନିଆରା ରଥଯାତ୍ରା

ଖୋର୍ଦ୍ଧା : ପ୍ରତିବର୍ଷ କାଙ୍କଣ ଶିଖରୀରେ ନିଆରା ଢ଼ଙ୍ଗରେ ମହାପ୍ରଭୁଙ୍କର ରଥଯାତ୍ରା ପାଳନ ହୋଇଥାଏ। ଚିଲିକା ହ୍ରଦର ଅଥଳ ଜଳରାଶିରେ ନୌକା ରଥରେ ଯାତ୍ରା କରନ୍ତି ମହାପ୍ରଭୁ। ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଡଙ୍ଗାରେ ବିରାଜମାନ ହୋଇ ତିନି ଠାକୁର ରଥଯାତ୍ରା କରନ୍ତି ।…
ଅଧିକ ଖବର ଦେଖନ୍ତୁ...