ଟିଭିରେ ମେଣ୍ଟୁଛି ଭକତ ମନ, ପରଦା ଭିତରେ ଜଗା ଦର୍ଶନ
ପୁରୀ: ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ବର୍ଷତମାମ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସମ୍ଭବ ନହେଲେ, ବର୍ଷକୁ ଥରେ ରଥଯାତ୍ରାରେ ବଡଠାକୁରଙ୍କୁ ବଡଦାଣ୍ଡରେ ଦେଖିବାର ଇଚ୍ଛା ସମସ୍ତଙ୍କର ଥାଏ। କାରଣ ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ: ନିଜର ସମସ୍ତ ବଳ ଲଗାଇ ଟାଣି ନେଉଛନ୍ତି ରଥ
ପୁରୀ: ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ। ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଓ ଅନୀଲ ଗୋଛିକାର। ଏହି ୩ ବାହୁବଳୀ ସେବାୟତଙ୍କ ଉପରେ ପଡ଼ିଥିଲା କ୍ୟାମେରା। ନିଜର ସମସ୍ତ ବଳ ଲଗାଇ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିଲେ ଏହି ସେବାୟତମାନେ। କଥାହେଲା, ଏଥର ମଧ୍ୟ ବିନା ଭକ୍ତରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିନା ଭକ୍ତରେ ଗଡ଼ିଚାଲିଛି ଶ୍ରୀଜିଉଙ୍କ ରଥ: ଭାବବିହ୍ବଳ ହେଲେ ପୁରୀବାସୀ
ପୁରୀ: ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ। ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା। ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରିବାକୁ ନିଷ୍ପତ୍ତି କଲା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରଥଖଳା ଚଳଚଞ୍ଚଳ: ତିନି ରଥର ତୁମ୍ୱ ନିର୍ମାଣ ଆରମ୍ଭ
ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ପ୍ରଥମ ଦିନରେ କଡ଼ା କଟକଣା ଭିତରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ବ କାମ ଆରମ୍ଭ ହୋଇଛି। କରତିମାନେ ଲମ୍ବା ଲମ୍ବା କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ପରେ ତିନି ରଥର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା : ୮ଟାରେ ପହଣ୍ଡି, ମଧ୍ୟହ୍ନ୧୨ଟାରୁ ରଥଟଣା
ପୁରୀ: ଆସନ୍ତାକାଲି ବାହୁଡାଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବେ। ବାହୁଡା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି।ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭକ୍ତ-ଭଗବାନ ନିରାଶ, ସବୁ ନୀତି ବେଢ଼ାରେ ସୀମିତ
ଭୁବନେଶ୍ବର: ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବରଷକୁ ଥରେ ଦେଉଳ ଛାଡ଼ି ଜଗା ବାହାରକୁ ଆସେ। ରଥ ଉପରେ ଜଗାକୁ ଦେଖି ଭକ୍ତ କୋଟିନିଧି ପାଇଯାଏ। ତା’ ରଥଚକା ସ୍ପର୍ଶରେ ପଥ ବି ଧନ୍ୟ ହୋଇଯାଏ। କିନ୍ତୁ ଚଳିତବର୍ଷ କରୋନା ସେ ସୁଯୋଗ ବି ଛଡ଼ାଇ ନେଇଛି। ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିଲା ସତ କିନ୍ତୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପ୍ରଶାସନର ଇଛାଥିଲେ ଗଡ଼ିଥାନ୍ତା ରୁକୁଣା ରଥ
ପୁରୁଣା ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମାହିତ ହୋଇଥିବାରୁ ସମଗ୍ର ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ଏକାମ୍ର କ୍ଷେତ୍ର ବି ଏହି ଖୁସି ଉପଲବ୍ଧିରୁ ବାଦ୍ ପଡ଼ିନି। କିନ୍ତୁ ଶ୍ରୀଲିଙ୍ଗରାଜଙ୍କ ରୁକଣା ରଥ ଗଡ଼ି ନ ପାରିଥିବା କାରଣରୁ ସେବାୟତମାନେ କ୍ଷୋଭ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରଥରୁ ଖସିପଡ଼ି ସେବାୟତ ଗୁରୁତର
ପୁରୀ: ମହାପ୍ରଭୁଙ୍କ ତିନି ରଥ ଶରଧାବାଲିରେ ଲାଗିବା ପରେ ସେଠାରେ ଏକ ଅଘଟଣ ଘଟିଛି। ଜଣେ ବୟସ୍କ ସେବାୟତ ରଥ ଉପରୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ବାବନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଶ୍ବ ଦେଖିଲା ବିରଳ ଉଦାହରଣ, ଭକ୍ତଙ୍କୁ ଝୁରିଲା ବଡ଼ଦାଣ୍ଡ
ପୁରୀ: ଘଣ୍ଟ ବଜାଉଥିଲେ ଘଣ୍ଟୁଆ। କିନ୍ତୁ ସବୁବର୍ଷ ଭଳି ଆଜି ଗଗନ ପବନ ପ୍ରକମ୍ଫିତ ହେଉନଥିଲା। ମହାପ୍ରଭୁ ଆଜି ଯେତେବେଳେ ବାଇଶି ପାହାଚରୁ ଓହ୍ଲାଉଥିଲେ, ସେତେବେଳ ହାତ ଉପରକୁ ଉଠାଇ ସମର୍ପଣ ମୁଦ୍ରାରେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଡାକି ବଡ଼ଦାଣ୍ଡ ଥରାଇ ଦେବାକୁ ଲକ୍ଷ ଲକ୍ଷ ଭକ୍ତ ନଥିଲେ। ଆଉ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶରଧାବାଲିରେ ତିନି ଠାକୁର, ଆଜି ଆଡ଼ପ ମଣ୍ଡପ ବିଜେ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ଆଡ଼ପମଣ୍ଡପ ବିଜେର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। କରୋନା କଟକଣା ପାଇଁ ଆସନ୍ତାକାଲି ସକାଳୁ ପହଣ୍ଡି ବିଜେ ପର୍ବ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ୨ଟା ଭିତରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...