ଅନୁସନ୍ଧାନ କରୁଥିବା ବର୍ଗ
ରୁଷ୍ ୟୁକ୍ରେନ୍ ଯୁଦ୍ଧ
ସପ୍ତାହକରେ ୧୭୩୦ ୟୁକ୍ରେନ ସୈନିକଙ୍କ ଆତ୍ମସମର୍ପଣ: ଫ୍ରାନ୍ସ, ସ୍ପେନ୍ ଓ ଇଟାଲିର ୮୫ ଦୂତାବାସ କର୍ମଚାରୀଙ୍କୁ…
କିବ୍ : ମାରିୟୁପୋଲ୍ର ଆଜବଷ୍ଟଲ୍ ଷ୍ଟିଲ ପ୍ଲାଣ୍ଟ୍ରୁ ଗତ ୨୪ ଘଣ୍ଟାରେ ୭୭୧ ୟୁକ୍ରେନ୍ ସୈନିକ ଆତ୍ମସମର୍ପଣ କରିବା ସହ ମୋଟ୍ ୧୭୩୦ ଜଣ ଆତ୍ମସମର୍ପଣ କଲେଣି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୮୦ ଜଣ ଆହତ ସୈନିକ ଏବେ ଡୋନେସ୍କ ଏବଂ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାରିୟୁପୋଲ୍ ପ୍ଲାଣ୍ଟ୍ ରୁଷ୍ ନିୟନ୍ତ୍ରଣରେ: ୧୦୦୦ ୟୁକ୍ରେନ୍ ସୈନିକଙ୍କ ଆତ୍ମସମର୍ପଣ, ସମସ୍ତଙ୍କୁ ରୁଷ୍…
କିବ୍: ମାରିୟୁପୋଲ୍ର ଆଜବଷ୍ଟଲ୍ ଷ୍ଟିଲ ପ୍ଲାଣ୍ଟ୍ରେ ପ୍ରାୟ ୧,୦୦୦ ୟୁକ୍ରେନ୍ ସୈନିକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସୀମା ସଂଲଗ୍ନ ରୁଷ୍ ଅଞ୍ଚଳକୁ ପଠାଇ ଦିଆଯାଇଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକଭ କହିଛନ୍ତି, ଗତ ୨୪ ଘଣ୍ଟାରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାରିୟୁପୋଲ୍ରେ ରୁଷ୍ ନିକଟରେ ଆତ୍ମସମର୍ପଣ କରିଥିବା ୟୁକ୍ରେନୀୟ ସୈନିକଙ୍କ ପାଇଁ ଦୁଃଶ୍ଚିନ୍ତା ବଢୁଛି
ମାରିୟୁପୋଲ୍: ମାରିୟୁପୋଲ୍ସ୍ଥିତ ଆଜୋବ୍ସ୍ତାଲ୍ ଇସ୍ପାତ କାରଖାନାରେ ଚାରି ସପ୍ତାହର ପ୍ରତିରୋଧ ନିଷ୍ଫଳ ହେବା ପରେ ରୁଷୀୟ ସେନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୨୫୦ରୁ ଅଧିକ ୟୁକ୍ରେନୀୟ ସୈନିକମାନଙ୍କ ନିରାପତ୍ତା ସଂକ୍ରାନ୍ତରେ ଆଜି ଦୁଃଶ୍ଚିନ୍ତା ବୃଦ୍ଧି ପାଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଟିନ୍ଙ୍କ ଚେତାବନୀ ସତ୍ତ୍ବେ ‘ନାଟୋ’ ସଦସ୍ୟତା ନିମନ୍ତେ ଆବେଦନ କଲେ ଫିନ୍ଲାଣ୍ଡ୍ ଓ ସ୍ବିଡେନ୍
ବ୍ରସେଲ୍ଜ୍: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଚେତାବନୀ ସତ୍ତ୍ବେ ଆଜି ଫିନ୍ଲାଣ୍ଡ୍ ଓ ସ୍ବିଡେନ୍ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ମେଣ୍ଟ ‘ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍’ର (ନାଟୋ) ସଦସ୍ୟତା ନିମନ୍ତେ ଆବେଦନ କରିଛନ୍ତି।
ରୁଷ୍ର ୟୁକ୍ରେନ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଏକଚ୍ଛତ୍ରବାଦୀମାନେ ମରିବେ: ‘କାନ୍ସ୍ ଚଳଚ୍ଚିତ୍ର ଉତ୍ସବ’ରେ ଚାର୍ଲି ଚାପ୍ଲିନ୍ଙ୍କ ସଂଳାପ କହିଲେ ଜେଲେନ୍ସ୍କି
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଫ୍ରାନ୍ସ୍ରେ ଆରମ୍ଭ ହୋଇଥିବା ୭୫ତମ ‘କାନ୍ସ୍ ଚଳଚ୍ଚିତ୍ର ଉତ୍ସବ’ରେ ଅକସ୍ମାତ ଭିଡିଓ ଲିଙ୍କ୍ ଜରିଆରେ ଦେଖା ଦେବା ସହ ମହାନ୍ ହାସ୍ୟ ଅଭିନେତା ଚାର୍ଲି ଚାପ୍ଲିନ୍ଙ୍କ ସଂଳାପରୁ ଉଦ୍ଧାର କରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଡୋନେସ୍କ, ଲୁହାନସ୍କରେ ଜୋରଦାର ଆକ୍ରମଣ: ହସ୍ପିଟାଲ୍ ଉପରେ ବୋମାବର୍ଷା, ୨ ମୃତ
କିବ୍: ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କରେ ରୁଷ୍ ଏହାର ଆକ୍ରମଣ ଜୋରଦାର କରିଛି। ଉଭୟ ଡୋନେସ୍କ ଏବଂ ଲୁହାନସ୍କରେ ସାମରିକ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ରୁଷ୍ ଭୟଙ୍କର ଆକ୍ରମଣ କରିଛି। ଓଡ଼େଶା ଏବଂ ମାଇକୋଲେବ୍ରେ ରୁଷ୍ ମିସାଇଲ୍ ମାଡ଼ କରୁଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଟିନଙ୍କୁ ଗାଦିଚ୍ୟୁତ କରିବା ପ୍ରକ୍ରିୟା ଚାଲିଛି: ୟୁକ୍ରେନ୍
କିବ୍: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ର ଜଣେ ବରିଷ୍ଠ ସେନାଧିକାରୀ ମେଜର ଜେନେରାଲ କିରିଲୋ ବୁଡ଼ାନୋଭ ଦାବି କରିଛନ୍ତି ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଉ ବେଶି ଦିନ କ୍ଷମତାରେ ରହିପାରିବେ ନାହିଁ। ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ବୁଡ଼ାନୋଭ କରିଛନ୍ତି,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଟିନ୍ଙ୍କୁ ଗାଦିଚ୍ୟୁତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି, ଅଟକାଇବା ଅସମ୍ଭବ: ୟୁକ୍ରେନ୍ ଜେନେରାଲ୍
ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ବିତାଡ଼ିତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି ଏବଂ ତାହାକୁ ଅଟକାଇବା ଅସମ୍ଭବ ବୋଲି ଜଣେ ଶୀର୍ଷସ୍ତରୀୟ ୟୁକ୍ରେନୀୟ ସେନା ଅଧିକାରୀ କହିଛନ୍ତି।
ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ ସେନା ଅଧିକାରୀ ମେଜର୍ ଜେନେରାଲ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମାରିୟୁପୋଲ୍ ଷ୍ଟିଲ୍ ପ୍ଲାଣ୍ଟ୍ରେ ଭୟାନକ ସ୍ଥିତି: ଉଦ୍ଧାର ପାଇଁ ଏଲନ ମସ୍କଙ୍କୁ ୟୁକ୍ରେନ୍ କମାଣ୍ଡରଙ୍କ ଆକୁଳ…
ମସ୍କୋ : ରୁଷ୍ ଲଗାତାର ଭାବେ ବନ୍ଦର ସହର ମାରିୟୁପୋଲ୍ରେ ବୋମାବର୍ଷା କରୁଥିବା ବେଳେ ଆଜବଷ୍ଟଲ ଷ୍ଟିଲ ପ୍ଲାଣ୍ଟ୍ରେ ଏବେ ବି ୧ ହଜାରରୁ ଅଧିକ ସୈନିକ ଫସି ରହିଛନ୍ତି। ଆଜବଷ୍ଟଲ୍ରେ ଫସି ରହିଥିବା ଜଣେ ରୁଷ୍ କମାଣ୍ଡର ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଚିଠି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଆମେରିକା ଗୁଇନ୍ଦା ସଂସ୍ଥାର ଚେତାବନୀ: ରୁଷ୍ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି
ମସ୍କୋ: ପୂର୍ବ ୟୁକ୍ରେନ୍ରେ ରୁଷ୍ ଏହାର ଆକ୍ରମଣକୁ ଜୋରଦାର କରୁଛି। ବନ୍ଦର ସହର ମାରିୟୁପୋଲ୍ରେ ୟୁକ୍ରେନ୍ ସେନାର ଉପସ୍ଥିତି କେବଳ ନାମକୁ ମାତ୍ର ରହିଯାଇଛି। ଇତି ମଧ୍ୟରେ ଆମେରିକା ଗୁଇନ୍ଦା ବିଭାଗ ଚେତାବନୀ ଦେଇ କହିଛି ଯେ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...