ଅନୁସନ୍ଧାନ କରୁଥିବା ବର୍ଗ

ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ

ଜାତିସଂଘରେ ବାଇଡେନ୍‌ ୟୁକ୍ରେନ୍‌ ଯୁଦ୍ଧ ଉପରେ କହିଲା ବେଳେ ‘ଫୋନ୍‌’ରେ ଖେଳୁଥିଲେ ରୁଷୀୟ ରାଷ୍ଟ୍ରଦୂତ

ଜାତିସଂଘ: ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଜାତିସଂଘ ମହାସଭା (ୟୁଏନ୍‌ଜିଏ) ୟୁକ୍ରେନ୍‌ ସଙ୍କଟ ଉପରେ ଅଭିଭାଷଣ ଦେବା ବେଳେ ଜାତିସଂଘସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ମୋବାଇଲ୍‌ ଫୋନ୍‌ ‘ସ୍କ୍ରଲ୍‌’ କରୁଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ନଷ୍ଟ ହୋଇଗଲା ୨ଟି କୋଠା; ଅଳ୍ପ ସମୟ ପାଇଁ ବନ୍ଦ ହେଲା ମସ୍କୋ ବିମାନ ବନ୍ଦର

ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ…
ଅଧିକ ଖବର ଦେଖନ୍ତୁ...

୫୦୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ : ଏପର୍ଯ୍ୟନ୍ତ ୫୦୦ ଶିଶୁଙ୍କ ସମେତ ୯୦୦୦ ମୃତ

କିବ୍ : ଗତ ବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି । ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକ ପ୍ରାଣ ହରାଇସାରିଲେଣି ଓ ଲକ୍ଷ ଲକ୍ଷ ଲୋକ…
ଅଧିକ ଖବର ଦେଖନ୍ତୁ...

ରୁଷ୍‌ ନେତୃତ୍ବର ପତନ ପାଇଁ ‘ସର୍ବନାଶ କରିଦେବୁ’: ୱାଗ୍‌ନର୍‌ ଗ୍ରୁପ୍‌

ମସ୍କୋ: ମସ୍କୋରେ ସାମରିକ ନେତୃତ୍ବର ପତନ ନିମନ୍ତେ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କ ସେନା ‘ସର୍ବନାଶ କରିଦେବ’ ବୋଲି ଶନିବାର ଦିନ ରୁଷ୍‌ର ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ପ୍ରତିଜ୍ଞା କରିଛନ୍ତି। ଜାରି କରିଥିବା ଭିଡିଓ ବାର୍ତ୍ତାରେ…
ଅଧିକ ଖବର ଦେଖନ୍ତୁ...

ଜେଲେନ୍‌ସ୍କି ଖାଇଲେ ଋଷି ସୁନକଙ୍କ ମାଆ ତିଆରିକରିଥିବା ‘ବର୍ଫି’

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମାଆ ଘରେ ତିଆରି କରିଥିବା ‘ବର୍ଫି’ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଖାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।  ଏହି ଘଟଣାଟି ହେଉଛି ଫେବ୍ରୁଆରି ମାସରେ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ: ପୋଷାକପତ୍ର ଓହ୍ଲାଇ ଭଟିକାନ୍‌ ଗୀର୍ଜାରେ ବିବସ୍ତ୍ର ହୋଇ ଠିଆ ହେଲେ ପ୍ରତିବାଦକାରୀ

ଭଟିକାନ୍‌ ସିଟି: ସେଣ୍ଟ୍‌ ପିଟର୍ସର ବାସିଲିକାକୁ ବୁଲି ଆସିଥିବା ଜଣେ ବ୍ୟକ୍ତି ଗୁରୁବାର ଦିନ ତାଙ୍କର ପୋଷାକପତ୍ର ଓହ୍ଲାଇ ଭଟିକାନ୍‌ ଗୀର୍ଜାର ମୁଖ୍ୟ ଫାଟକ ସାମ୍ନାରେ ଠିଆ ହୋଇଥିଲେ ବୋଲି ଭଟିକାନ୍‌ ସୂତ୍ରରୁ ଜଣାପଡ଼ିଛି। ଭଟିକାନ୍‌ ସୂତ୍ର କହିଛି ଯେ, ବ୍ୟକ୍ତିଜଣକ ୟୁକ୍ରେନ୍‌ରେ…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନ୍‌ କ୍ଲିନିକ୍‌ରେ ପଡ଼ିଲା ରୁଷ୍‌ର ମିସାଇଲ୍‌; ୨ ମୃତ, ୩୦ ଆହତ

କିବ୍‌: ଶୁକ୍ରବାର ଦିନ ରୁଷ୍‌ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି। ଆଞ୍ଚଳିକ ଗଭର୍ଣ୍ଣର୍‌ ସେର୍‌ହି ଲିସାକ୍‌ କହିଛନ୍ତି, କ୍ଷେପଣାସ୍ତ୍ର ପଡ଼ିବା ବେଳେ କ୍ଲିନିକ୍‌…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନୀୟ ସହର ବାକ୍‌ମୁଟ୍‌ ଦଖଲ କରିଥିବା କହିଲା ରୁଷ୍‌; ଦାବି ଅଗ୍ରାହ୍ୟ କଲା କିବ୍

ମସ୍କୋ: ୟୁକ୍ରେନର ପୂର୍ବାଞ୍ଚଳ ଅନ୍ତର୍ଗତ ପ୍ରମୁଖ ସହର ବାକ୍‌ମୁଟ୍‌କୁ ତାଙ୍କର ସୈନିକମାନେ ଦଖଲ କରିଥିବା କଥା ରୁଷୀୟ ଘରୋଇ ସେନା ‘ୱାଗ୍‌ନର୍‌  ଗ୍ରୁପ୍‌’ର ମୁଖ୍ୟ ଶନିବାର ଦିନ କହିଥିବା ବେଳେ ଲଢ଼େଇ ଚାଲିଛି କହି କିବ୍‌ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି। ‘ଟେଲିଗ୍ରାମ୍‌’ରେ…
ଅଧିକ ଖବର ଦେଖନ୍ତୁ...

ଜେଲେନ୍‌ସ୍କିଙ୍କ ଆକସ୍ମିକ ପ୍ୟାରିସ୍‌ ଗସ୍ତ; ୟୁକ୍ରେନ୍‌କୁ ଆହୁରି ସାମରିକ ସହାୟତା ଦେବାକୁ ମାକ୍ରୋନ୍‌ଙ୍କ…

ପ୍ୟାରିସ୍‌: ହାଲୁକା କମାଣ, ଗୁଳି ନିରୋଧକ ଯାନ, ସୈନିକମାନଙ୍କୁ ତାଲିମ ପ୍ରଦାନ ସମେତେ ୟୁକ୍ରେନ୍‌କୁ ଅତିରିକ୍ତ ସାମରିକ ସହାୟତା ଯୋଗାଇ ଦେବା ଲାଗି ରବିବାର ଦିନ ଫ୍ରାନ୍‌ସ୍‌ ପ୍ରତିଶ୍ରୁତି ଦେଇଛି। ରୁଷୀୟ ସେନାର ଦୃଢ଼ ମୁକାବିଲା ପାଇଁ ପ୍ରସ୍ତୁତି କରୁଥିବା ବେଳେ ରବିବାର ଦିନ…
ଅଧିକ ଖବର ଦେଖନ୍ତୁ...

କ୍ରେମ୍‌ଲିନ୍‌ରେ ଡ୍ରୋନ୍‌ ଆକ୍ରମଣର ପ୍ରତିଶୋଧ: ରୁଷ୍‌ ଆକ୍ରମଣରେ ଖେର୍‌ସନ୍‌ରେ ୨୧ ମୃତ, କିବ୍‌ରେ ଶୁଭୁଛି ପ୍ରଚଣ୍ଡ…

ନୂଆଦିଲ୍ଲୀ: ୟୁକ୍ରେନ୍‌ର ଖେର୍‌ସନ୍‌ରେ ରୁଷ୍‌ ଆରମ୍ଭ କରିଥିବା ଭୟାବହ ଆକ୍ରମଣରେ ଗୋଟାଏ ସୁପର୍‌ମାର୍କେଟ୍‌, ରେଳ ଷ୍ଟେସନ୍‌ ଏବଂ ସାଧାରଣ ନାଗରିକ ଥିବା ଅନ୍ୟାନ୍ୟ ଅଞ୍ଚଳ ପ୍ରଭାବିତ ହେବା ସହ ଅନ୍ୟୂନ ୨୧ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୪୮ଜଣ ଆହତ ହୋଇଥିବା କଥା ସ୍ଥାନୀୟ ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...