Advertisment
ସାହିତ୍ୟ ଖବର

Kalinga Book Fair Begins: ଆରମ୍ଭ ହେଲା କଳିଙ୍ଗ ପୁସ୍ତକ ମେଳା

୨୮ତମ କଳିଙ୍ଗ ପୁସ୍ତକ ମେଳା ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅପରାହ୍‌ଣ ୨ଟାରୁ ୯ଟା ଯାଏ ଚାଲିବ। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦୦ ପ୍ରକାଶକ, ପୁସ୍ତକ ବିକ୍ରେତା‌ ଓ ଶିକ୍ଷାନୁଷ୍ଠାନ ଯୋଗ ‌ଦେଇଛନ୍ତି।

 Kalinga Book Fair Begins: ଆରମ୍ଭ ହେଲା କଳିଙ୍ଗ ପୁସ୍ତକ ମେଳା
Advertisment
ସବସ୍କ୍ରାଇବ କରନ୍ତୁ