ଦେଶବ୍ୟାପୀ ଓମିକ୍ରନ ଭୟ : ୯ ରାଜ୍ୟରେ ଅଛନ୍ତି ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ର ୨ଟି ଓମିକ୍ରନ୍‌ ପ୍ରଜାତି ଗତକାଲି ଚିହ୍ନଟ ହୋଇଥିବା ବେଳେ ଏବେ ୯ଟି ରାଜ୍ୟରେ ଓମିକ୍ରନ ସନ୍ଦିଗ୍ଧ ଥିବା ଜଣାପଡ଼ିଛି। ଦେଶବ୍ୟାପୀ ଓମିକ୍ରନ୍‌କୁ ନେଇ ଭୟ ଦେଖିବାକୁ ମିଳିଛି ଏବଂ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାର ସତର୍କ ରହିଛନ୍ତି। ଆଗକୁ ଓମିକ୍ରନ୍‌…

୨ ଟିମ୍‌, ୯ ଘଣ୍ଟାର ଅପରେସନ୍‌: ଟାଙ୍ଗୀରୁ ଧରାପଡ଼ିଲା ସୁପାରି କିଲର୍‌ ପ୍ରଶାନ୍ତ

ଭୁବନେଶ୍ୱର : ବିଲଡ୍‌ର ଜୟନ୍ତ ପାତ୍ରଙ୍କ ହତ୍ୟା ପାଇଁ ସୁପାରି ନେଇଥିବା ପ୍ରଶାନ୍ତ ସାହୁ କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି। ନୂଆପଲ୍ଲୀ ଥାନା ପୁଲିସର ୨ଟି ଟିମ୍‌ ଗୁରୁବାର ବିଳମ୍ବିତ ରାତିରେ ପ୍ରଶାନ୍ତକୁ ଖୋର୍ଧା ଟାଙ୍ଗୀ ଅଞ୍ଚଳରୁ ଗିରଫ କରିଛି। ପ୍ରଶାନ୍ତ ଟାଙ୍ଗୀସ୍ଥିତ ତା’ ଘରେ…

‘ଜୱାଦ୍‌’ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ, ୨୪ ଘଣ୍ଟା କାମ କରିବ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପାଇଁ ବିଏମ୍‌ସି ଜୋର୍‌ଦାର ପ୍ରସ୍ତୁତି କରିଛି। ଶୁକ୍ରବ‌ୋ ଦିନ ବିଏମ୍‌ସି କମିସନର ସଞ୍ଜୟ ସିଂହ ଏକ ଜରୁରୀ ବୈଠକରେ ସମସ୍ତ ୱାର୍ଡର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବାତ୍ୟାରେ ଯେଭଳି କେହି ମୃତାହତ ନ ହେବେ, ତାହାକୁ…

ବାତ୍ୟା ‘ଜଓ୍ୱାଦ’ ମୁକାବିଲା ପାଇଁ ଉପକରଣ ସହ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଜଵାଦ’ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ୨୦୧୯ର ଫନି ବାତ୍ୟା ଭୁବନେଶ୍ବରରେ ପ୍ରବଳ କ୍ଷୟକ୍ଷତି କରିଥିଲା। ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ରାଜଧାନୀ ଭୁବନେଶ୍ବରରେ ଅଗ୍ନିଶମ ବାହିନୀ ପକ୍ଷରୁ ସବୁ ପ୍ରକାର…

ସୂଚନାଦାତାର ଭୁଲ୍‌ ପାଇଁ ଡକାୟତଙ୍କ ଶିକାର ହେଲେ ବୃଦ୍ଧ ଦମ୍ପତି

ବାରଙ୍ଗ : ଗତକାଲି ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନା ଫସର ଫାଟିଯାଇଛି। ସୂଚନାଦାତାଙ୍କ ତ୍ରୁଟି ପାଇଁ ଡକାୟତ ଗ୍ୟାଙ୍ଗ୍‌ ଭୁଲ୍‌ ଠିକଣାରେ ପହଞ୍ଚି ମାତ୍ର ୨୫ ହଜାର ଟଙ୍କା ଓ ହଳେ କାନଫୁଲ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି। ଏତେ ବଡ଼ ଯୋଜନା ଫସର…

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ: ଛୁରାମାଡ଼ରେ ବାହାରିଗଲା ଅନ୍ତବୁଜୁଳା

ଭୁବନେଶ୍ୱର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଦୁର୍ବୃତ୍ତ ଅନ୍ୟ ଜଣକୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ଯାଇ ପେଟରେ ଛୁରି ଭୁସି ଦେଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ରସୁଲଗଡ଼ ଅଞ୍ଚଳର ସନ୍ତୋଷ ରାଉତ ଓରଫ୍ କାଳିଆ। ଛୁରାମାଡ଼ରେ ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରିପଡ଼ିଛି। ଗୁରୁତର…

ଅଭୟକାନ୍ତ ପାଠକଙ୍କ ଘରେ ଇଡିର ଚଢ଼ଉ

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳା ଟଙ୍କାର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ବହି‌ଷ୍କୃତ ଆଇଏଫ୍ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ କରିଛି। ଆଜି ସକାଳୁ ଇଡିର ୫ଜଣିଆ ଏକ ଟିମ୍ ବିବେକାନନ୍ଦ ମାର୍ଗସ୍ଥିତ ଅଭୟକାନ୍ତଙ୍କ…

ଡିସେମ୍ବର: ବଙ୍ଗୋପସାଗରରେ ୧୩୦ ବର୍ଷରେ ୧୪ ବାତ୍ୟା ଓ ଅବପାତ, ଓଡ଼ିଶାରେ କରିନି ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳଠାରୁ କେଇ କିଲୋମିଟର ଦୂରରେ ରହିଥିଲେ ବି ପାଣିପାଗ ବି‌ଶେଷଜ୍ଞମାନେ ଏହାର ଲ୍ୟାଣ୍ଡଫଲ୍‌ ନେଇ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ଆଙ୍କିପାରିନାହାନ୍ତି। ତେବେ ଏହା ୫ ତାରିଖ ମଧ୍ୟାହ୍ନରେ ପୁରୀ ପାଖାପାଖି ଅତିକ୍ରମ କରିପାରେ ବୋ‌ଲି ଭାରତୀୟ ପାଣିପାଗ…

ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପାଇଁ ଆସନ୍ତା ୨ଦିନ ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବାତ୍ୟା ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। ତେଣୁ ଆସନ୍ତାକାଲି ଓ ୫ତାରିଖରେ ଟିକାକରଣ ବନ୍ଦ ରହିବ। ମାତ୍ର ଅନ୍ୟ ଜିଲ୍ଲାରେ ପୂର୍ବଭଳି…

ଥାନାରେ ଥାର୍ଡ ଡିଗ୍ରି ଦେଲେ ଡିଜିପି ଅଫିସ୍‌ରେ ବାଜିବ ସାଇରନ୍

ଟୁଇନ୍ ସିଟି ସମେତ ୫ ପୁଲିସ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ କାର୍ଯ୍ୟ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଥାନାରେ କାର୍ଯ୍ୟକ୍ଷମ ଲକ୍ଷ୍ୟ ଭୁବନେଶ୍ୱର : ଥାନାରେ ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ପୁଲିସ୍‌ ଥାର୍ଡ ଡିଗ୍ରି ପ୍ରୟୋଗ କଲେ ବାଜିବ ସାଇରନ୍। ଖାଲି ନିର୍ଯାତନା ନୁହେଁ, ଟଙ୍କା…