ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ

ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସ ଗଂ‌ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ସାକା ସୁଜିତ୍ କୁମାରଙ୍କୁ କଂଗ୍ରେସ ନୂତନ ପ୍ରାର୍ଥୀ କରିଛି। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ। ସୂଚନାଯୋଗ୍ୟ, କଂଗ୍ରେସ ଗତ ୧୪ ତାରିଖ ଦିନ…

ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ: ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ ରନ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ…

କେକେଆରଠାରୁ ହାରିବା ପରେ ପାର୍ଟି କରୁଥିବାର ନଜର ଆସିଲେ ଆରସିବି ଟିମ, ଖପ୍ପା ହେଲେ ପ୍ରଶଂସକ

ମୁମ୍ବାଇ: ଚଳିତ ଆଇପିଏଲ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେତେ ଭଲ ପ୍ରଦର୍ଶନ କରିନାହିଁ | ବର୍ତ୍ତମାନ ବେଙ୍ଗାଲୁରୁ ପାଇଁ ପ୍ଲେ ଅଫ୍ ଯିବା କଷ୍ଟକର ହୋଇପଡିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ମ୍ୟାଚ୍ ଜିତିଛି | ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ କୋଲକାତା ନାଇଟ…

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଆଗମନରେ ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କର ପ୍ରଶଂସା ହେବ। ବୃଷ: ବେପାରରେ ନିବେଶ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀ ସିନିୟର ଠାରୁ…

ମୟୂରଭଂଜ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କଲା ଆଶା ଭରସା ପାର୍ଟି 

ରାଇରଙ୍ଗପୁର: ନୂତନ ଭାବେ ଗଠିତ ରାଜନୈତିକ ଦଳ ଆଶା ଭରସା ପାର୍ଟି (ଏବିପି) ପକ୍ଷରୁ ରାଇରଙ୍ଗପୁରସ୍ଥିତ ଆଇଏଲ୍ଆର୍ ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏବିପିର ମୟୂରଭଂଜ ଜିଲ୍ଲାର ସାଂସଦ ପ୍ରାର୍ଥୀ କାହ୍ନୁଚରଣ ଟୁଡୁଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।…

ପାକିସ୍ତାନକୁ ଆଇନା ଦେଖାଇଲେ ପାକିସ୍ତାନୀ ବିଦେଶମନ୍ତ୍ରୀ : କହିଲେ ରାବି ନଦୀ ଉପରେ ଭାରତର ଅଧିକାର ଅଛି

ଇସଲାମାବାଦ୍: ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନୀ ନେତା ସବୁବେଳେ ଦେଶର ଜନସାଧାରଣଙ୍କୁ ଭ୍ରମିତ କରି ଆସୁଛନ୍ତି। ତେବେ ପ୍ରଥମ ଥର ପାଇଁ ପାକିସ୍ତାନୀ ଆଇନମନ୍ତ୍ରୀ ଆଜମ ନଜିର ତରାର ପାକିସ୍ତାନ ସରକାରଙ୍କୁ ଆଇନା ଦେଖାଇଛନ୍ତି। ସେ ଦେଶର ସଂସଦରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି…

ଇମ୍ପାକ୍ଟ ଖେଳାଳି ନିୟମକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଲଗାତାର ଚୌକା ଓ ଛକା ବର୍ଷା ହେବାରେ ଲାଗିଛି | ଏହି ସିଜିନରେ ବଡ ବଡ ସ୍କୋର କରାଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସ୍କୋର ଅନେକ ଥର କରାଯାଇଛି | ବର୍ତ୍ତମାନ ଆଇପିଏଲରେ ଅଧିକ ରନ କରିବା ବହୁତ ସହଜ ମନେହେଉଛି | ତେବେ ଅନେକ କ୍ରିକେଟର ତଥା ପୂର୍ବତନ…

ଭଲ ଖବର: ନିଜ ଉଦ୍ୟମରେ ଜଳଛତ୍ର ଖୋଲି ମନୁଷ୍ୟ ଓ ପଶୁପକ୍ଷୀଙ୍କୁ ପାଣି ଦିଅନ୍ତି ଦିନ ମଜୁରିଆ

ମାଲକାନଗିରି: ସାରା ରାଜ୍ୟରେ ଏବେ ଗ୍ରୀଷ୍ଣର ପ୍ରଖର ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡି ନାହିଁ। ଜିଲ୍ଲାରେ ପାରା ୪୩ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଯାଉଛି। ତେବେ ଗରମରେ କେବଳ ଲୋକେ ହିଁ ହଇରାଣ ହେଉନାହାନ୍ତି ବରଂ ପଶୁ ପକ୍ଷୀ ମଧ୍ୟ ତ୍ରାହି ଡାକ…

ଏହି କାରଣରୁ ରାଗିଯାଇ ପାଣି ବୋତଲ ଫିଙ୍ଗିବାକୁ ଆଗେଇ ଆସିଲେ ଧୋନି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ୬ୱିକେଟରେ ପରାସ୍ତ କରିଥିଲା ​​। ସିଏସକେର ପାଇଁ ମାର୍କସ୍ ଷ୍ଟୋଇନିସ୍ ଖଳନାୟକ ହୋଇଥିଲେ, ଯିଏ ୬୩ଟି ବଲରେ ୧୨୪ରନର ଅପରାଜିତ ଇନିଂସ ଖେଳି ଲକ୍ଷ୍ନୌକୁ ଚମତ୍କାର ବିଜୟ…

୨୨ ଜଣଙ୍କୁ ବ୍ୟାଙ୍କରେ ଚାକିରି, ଜଣକୁ ଡିଲରସିପ୍‌ କରାଇଦେବାକୁ କହି ୨ କୋଟି ଠକି ଧରାପଡ଼ିଲେ ଯୁବକ

ସୋର: ବିଭିନ୍ନ ପ୍ରକାର ଆଳ ଦେଖାଇ ଜଣେ ଯୁବକ ବାଲେଶ୍ବର ଜିଲ୍ଲା ସୋର ଅଂଚଳର ଲୋକଙ୍କ ଠାରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଗିରଫ ସହ କୋର୍ଟ ଚାଲାଣ କରିଛି। ଏନେଇ ସୋର ପୁଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ…