ଖରାପ ସଡ଼କ ନେଉଛି ପ୍ରତିଦିନ ୭ ଜଣଙ୍କ ପ୍ରାଣ

ଗତ ୪ ବର୍ଷ ମଧ୍ୟରେ ଏହି କାରଣରୁ ପ୍ରାଣ ହରାଇଛନ୍ତି ୧୧,୩୮୬

ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି। ହେଲେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ସଂଖ୍ୟାଧିକ ସଡ଼କରେ ଥିବା ଖାଲ ବା ଗାତରେ ପଡ଼ି ଘଟୁଥିବା ଦୁର୍ଘଟଣା ପ୍ରାଣ ହରାଉଛନ୍ତି। ଏ ସମ୍ପର୍କରେ ବିଗତ ୪ ବର୍ଷ ମଧ୍ୟରେ ଯେଉଁ ରିପୋର୍ଟ୍‌ ମିଳିଛି ତାହା ବେଶ୍‌ ଉଦ୍‌ବେଗଜନକ।

ସମ୍ବନ୍ଧିତ ଖବର