ମହାଶିବରାତ୍ରିରେ ମହାଦେବଙ୍କୁ ଏହି ୧୦୦ଟି ନାମରେ ଜପ କରନ୍ତୁ ! ପ୍ରାପ୍ତି ହେବ ପୁଣ୍ୟ !

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ ବୋଲି କୁହାଯାଇଥାଏ। ଭସ୍ମ, ନାଗ, ରୁଦ୍ରାକ୍ଷ ଆଦି ଭଗବାନ ଭୋଳାଶଙ୍କରଙ୍କର ଆଭୂଷଣ। ସେ ମଧ୍ୟ ଜ୍ୟୋତିଷଶାସ୍ତ୍ର ଏବଂ ବାରଗୁଡ଼ିକର ରଚୟିତା। ଭଗବାନ ଶିବଙ୍କର ଉପାସନା ମୂର୍ତ୍ତି ଏବଂ ଶିବଲିଙ୍ଗ ରୂପରେ କରାଯାଇଥାଏ। ଏଥିସହିତ ଭଗବାନ ସେ ଯେତେ ଲୀଳା ରଚିଛନ୍ତି, ତାଙ୍କୁ ସେତେ ନାମରେ ସମ୍ବୋଧିତ କରାଯାଇଛି। ମହାଶିବରାତ୍ରି ବା ଜାଗରରେ ଭଗବାନ ଶିବଙ୍କୁ କେଉଁ କେଉଁ ନାମରେ ଡାକିବା ଦ୍ୱାରା ବିଗିଡ଼ି ଯାଇଥିବା କାର୍ଯ୍ୟ ଶୁଧୁରି ଥାଏ ଏବଂ ମନୋକାମନା ପୂରଣ ହୋଇଥାଏ, ସେ ବିଷୟରେ ଜାଣନ୍ତୁ।

୧- ଓଁ ଅନାଦିଦେବ ନମଃ। ୨-ଓଁ ଉମାପତି ନମଃ।।
୩- ଓଁ ଗୋରାପତି ନମଃ। ୪- ଓଁ ବିଷଧାରୀ ନମଃ।।
୫- ଓଁ ବମ୍‌ ଭୋଳେ ନମଃ। ୬- ଓଁ ଓଁକାର ସ୍ୱାମୀ ନମଃ।।
୭- ଓଁ ଭୂତେଶ୍ୱର ନମଃ। ୮- ଓଁ ବୈଦନାଥ ନମଃ।।
୯- ଓଁ ନାଗେଶ୍ୱର ନମଃ। ୧୦- ଓଁ ଭିଲପତି ନମଃ।।
୧୧- ଓଁ ଜିତନାଥ ନମଃ। ୧୨- ଓଁ ବୃଷେଶ୍ୱର ନମଃ।।
୧୩- ଓଁ କିରାତେଶ୍ୱର ନମଃ। ୧୪- ଓଁ ଜାଗେଶ୍ୱର ନମଃ।।
୧୫- ଓଁ ଅବଧୂତପତି ନମଃ। ୧୬- ଓଁ ଭଦ୍ରେଶ୍ୱର ନମଃ।।
୧୭- ଓଁ ତ୍ରିପୁନାଶକ ନମଃ। ୧୮- ଓଁ ନିର୍ଜେଶ୍ୱର ନମଃ।।
୧୯- ଓଁ ମୁକ୍ତେଶ୍ୱର ନମଃ। ୨୦- ଓଁ ନଟେଶ୍ୱର ନମଃ।।
୨୧- ଓଁ ଗିରଜାପି ନମଃ। ୨୨- ଓଁ ତ୍ରିଲୋକୀ ସ୍ୱାମୀ ନମଃ।।
୨୩- ଓଁ ମହାଦେବ ନମଃ। ୨୪- ଓଁ ଗଢ଼ଶଙ୍କର ନମଃ।।
୨୫- ଓଁ ଉମାକାନ୍ତ ନମଃ। ୨୬- ଓଁ ବାବା ଚନ୍ଦ୍ରେଶ୍ୱର ନମଃ।।
୨୭- ଓଁ ତ୍ରିକାଳଦର୍ଶୀ ନମଃ। ୨୮- ଓଁ ହଠ ଯୋଗୀ ନମଃ।।
୨୯- ଓଁ ନାଗାଧିରାଜ ନମଃ। ୩୦- ଓଁ ସର୍ବେଶ୍ୱର ନମଃ।।


୩୧- ଓଁ ଧୁଧେଶ୍ୱର ନମଃ। ୩୨- ଓଁ ସର୍ପଧାରୀ ନମଃ।।
୩୩- ଓଁ ତ୍ରିଲୋକିନରେଶ ନମଃ। ୩୪- ଓଁ ଅଚଳେଶ୍ୱର ନମଃ।।
୩୫- ଓଁ ଅଭୟଙ୍କର ନମଃ। ୩୬- ଓଁ ପାତାଳେଶ୍ୱର ନମଃ।।
୩୭- ଓଁ ଅନାଦି ନମଃ। ୩୮- ଓଁ ଅମର ନମଃ।।।
୩୯- ଓଁ ବିଲବକେଶ୍ୱର ନମଃ। ୪୦- ଓଁ ଦକ୍ଷେଶ୍ୱର ନମଃ।।
୪୧- ଓଁ ଘ୍ରେନଶ୍ୱର ନମଃ। ୪୨- ଓଁ ମଣିମହେଶ ନମଃ।।
୪୩- ଓଁ ଜଗପାଳନକର୍ତ୍ତା ନମଃ। ୪୪- ଓଁ ପଶୁପତି ନମଃ।।
୪୫- ଓଁ ସଂଗମେଶ୍ୱର ନମଃ। ୪୬- ଓଁ ସଂକଟହାରୀ ନମଃ।।
୪୭- ଓଁ ମହେଶ୍ୱର ନମଃ।୪୮- ଓଁ ରୁଂଡ଼ମାଳାଧାରୀ ନମଃ।।
୪୯- ଓଁ ଶିବମ୍‌ ନମଃ। ୫୦- ଓଁ ମହାଦାନୀ ନମଃ।।
୫୧- ଓଁ ଶିବଦାନୀ ନମଃ। ୫୨- ଓଁ ମହେଶ ନମଃ।।
୫୩- ଓଁ ଆଦିନାଥ ନମଃ। ୫୪- ଓଁ ପ୍ରାଣନାଥ ନମଃ।।
୫୫- ଓଁ ବମଲେହରୀ ନମଃ।୫୬- ଓଁ ଗୌରୀଶଙ୍କର ନମଃ।।
୫୭- ଓଁ ଶିବାକାନ୍ତ ନମଃ। ୫୮- ଓଁ ସୋମନାଥ ନମଃ।।
୫୯- ଓଁ ଯୋଗୀ ନମଃ। ୬୦- ଓଁ ଭଣ୍ଡାରି ବାବା ନମଃ।।
୬୧- ଓଁ ନନ୍ଦରାଜ ନମଃ। ୬୨- ଓଁ ନନ୍ଦୀ ସବାରି ନମଃ।।
୬୩- ଓଁ ଜ୍ୟୋର୍ତିଲିଙ୍ଗ ନମଃ। ୬୪- ଓଁ ଡମ୍ବରୁଧାରୀ ନମଃ।।
୬୫- ଓଁ ଚନ୍ଦ୍ରଧାରୀ ନମଃ। ୬୬- ଓଁ ମଲିକାର୍ଜୁନ ନମଃ।।
୬୭- ଓଁ ନଟରାଜ ନମଃ। ୬୮- ଓଁ ପ୍ରଳେୟଙ୍କାର ନମଃ।।
୬୯- ଓଁ ଚନ୍ଦ୍ରମୋଲି ନମଃ। ୭୦- ଓଁ ମହାକାଳ ନମଃ।।
୭୧- ଓଁ ରୁଦ୍ରନାଥ ନମଃ। ୭୨- ଓଁ ଭୀମଶଙ୍କର ନମଃ।।
୭୩- ଓଁ ନୀଳେଶ୍ୱର ନମଃ। ୭୪- ଓଁ ଗଳସର୍ପମାଳା ନମଃ।।
୭୫- ଓଁ ଦୀନାନାଥ ନମଃ। ୭୬- ଓଁ ଅର୍ଧନାରୀଶ୍ୱର ନମଃ।।
୭୭- ଓଁ ନାଗାର୍ଜୁନ ନମଃ। ୭୮- ଓଁ ଜଟାଧାରୀ ନମଃ।।


୭୯- ଓଁ ଅମରନାଥ ନମଃ। ୮୦- ଓଁ କେଦାରନାଥ ନମଃ।।
୮୧- ଓଁ ମଙ୍ଗଳେଶ୍ୱର ନମଃ। ୮୨- ଓଁ ନାଗଧାରୀ ନମଃ।।
୮୩- ଓଁ ରାମେଶ୍ୱର ନମଃ। ୮୪- ଓଁ ଲଙ୍କେଶ୍ୱର ନମଃ।।
୮୫- ଓଁ ବର୍ଫାନୀ ବାବା ନମଃ। ୮୬- ଓଁ ଜଗତପିତା ନମଃ।।
୮୭- ଓଁ ମୃତ୍ୟୁଞ୍ଜୟ ନମଃ। ୮୮- ଓଁ ତ୍ରିପୁରାରୀ ନମଃ।।
୮୯- ଓଁ ତ୍ରିଲୋକନାଥ ନମଃ। ୯୦- ଓଁ ତ୍ରିନେତ୍ରଧାରୀ ନମଃ।।
୯୧- ଓଁ ଶମ୍ଭୁ ନମଃ। ୯୨- ଓଁ ନୀଳକଣ୍ଠ ନମଃ।।
୯୩- ଓଁ ମହାକାଳେଶ୍ୱର ନମଃ। ୯୪- ଓଁ ମହାକାଳେଶ୍ୱର ନମଃ।।
୯୫- ଓଁ ଗଣପିତା ନମଃ। ୯୬- ଓଁ ଭୋଳେବାବା ନମଃ।।
୯୭- ଓଁ ଶିବାଜୀ ନମଃ। ୯୮- ଓଁ ଅନାଦିଦେବ ନମଃ।।
୯୯- ଓଁ ଉମାପତି ନମଃ। ୧୦୦- ଓଁ ଗୗରାପତି ନମଃ।।

ସମ୍ବନ୍ଧିତ ଖବର