କ୍ରିସ୍ମସ୍ ଉପଲକ୍ଷେ ସ୍ପେନ୍ର ଏକ ବଡ଼ ଭୋଜନାଳୟରେ ସ୍ଥାପନ କରାଯାଇଛି ବିଶ୍ବର ସବୁଠାରୁ ମହଙ୍ଗା ‘କ୍ରିସ୍ମସ୍ ଟ୍ରି’। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ଏଗାର କୋଟି ଟଙ୍କା। ଧଳା, କଳା, ଲାଲ ଓ ଗୋଲାପୀ ର˚ଗର ହୀରା ସଙ୍ଗକୁ ଏମୁ ଏବ˚ ଓଟ ପକ୍ଷୀର ଅଣ୍ତାରେ ଏହି ‘କ୍ରିସ୍ମସ୍ ଟ୍ରି’ ସୁସଜ୍ଜିତ, ଯାହା ଏହାର ପ୍ରମୁଖ ବିଶେଷତ୍ବ। ତା’ ସହ ବିଶ୍ବର ନାମୀ-ଦାମୀ ଫେସନ୍ ହାଉସ୍ରୁ ସ˚ଗୃହୀତ ଅନ୍ୟାନ୍ୟ ସାମଗ୍ରୀ ମଧୢ ଏଥିରେ ଖଞ୍ଜାଯାଇଛି। ଏହି ‘କ୍ରିସ୍ମସ୍ ଟ୍ରି’ ବହୁ ସଂଖ୍ୟକ ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
୧୧ କୋଟି ଟଙ୍କାର କ୍ରିସ୍ମସ୍ ଟ୍ରି!
/sambad/media/post_attachments/wp-content/uploads/2019/12/960x0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)