୨୦୧୭ ସର୍ବାଧିକ ଟୁଇଟର୍‌ ଫଲୋଅର୍ସ ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜାଣନ୍ତୁ ୨୦୧୭ର ଟ୍ଵିଟର୍‌ ଫଲୋଅର୍ସ୍‌ କ୍ଷେତ୍ରରେ କେଉଁ ସେଲିବ୍ରିଟି ପ୍ରଥମ ୧୦ ସ୍ଥାନରେ ଅଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ବୋଲି ଏହା ଏକ ପ୍ରମାଣ। ମଙ୍ଗଳବାର ଦିନ ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ ଏହା ସ୍ପଷ୍ଟ କରିଛି। ୨୦୧୬ରେ ତାଙ୍କୁ ୨ କୋଟି ୪୬ ଲକ୍ଷ ଭାରତୀୟ ଫଲୋ କରିଥିବା ବେଳେ ଏ ବର୍ଷ ତାହା ବଢ଼ି ୩ କୋଟି ୭୫ ଲକ୍ଷ ହୋଇଯାଇଛି। ମୋଦିଙ୍କ ଫଲୋଅର୍ସ୍‌ ସଂଖ୍ୟାରେ ୫୨ ପ୍ରତିଶତ ବୃଦ୍ଧି ଘଟିଛି। ତାଙ୍କ ପରେ ରହିଛନ୍ତି ଅଭିନେତା ଅମିତାଭ ବଚ୍ଚନ। ୧୦ ସର୍ବାଧିକ ଟୁଇଟର୍‌ ଫଲୋଅର୍ସ୍‌ ଥିବା ତାଲିକାରେ ଅଭିନେତା, କ୍ରିକେଟର୍‌ ଆଦି ଥିବାବେଳେ ଜଣେ କେବଳ ମହିଳା ରହିଛନ୍ତି ଦୀପିକା ପାଦୁକୋନ୍‌। ଦେଖନ୍ତୁ କାହାକୁ କେତେ ଲୋକେ ଟୁଇଟରରେ ଫଲୋ କରିଛନ୍ତି….

 

ସମ୍ବନ୍ଧିତ ଖବର