ଟୁ-ଜି ସ୍କାମ୍‌ରେ ୧. ୭୬ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା! କାହିଁକି ଏ ମାମଲା ଏତେ ଚର୍ଚ୍ଚିତ ହେଲା ଓ ସମସ୍ତେ ଦୋଷମୁକ୍ତ ହୋଇଗଲେ ଜାଣନ୍ତି କି?

ସ୍ପେସିଆଲ୍‌ ସିବିଆଇ କୋର୍ଟ୍‌ ଟୁ-ଜି ସ୍ପେକ୍‌ଟ୍ରମ୍‌ ସ୍କାମ୍‌ରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ଦୋଷମୁକ୍ତ କରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ ରାଜା ଓ ଡିଏମ୍‌କେ ଏମ୍‌ପି କାନିମୋଝି। ଟୁ-ଜି ସ୍କାମ୍‌କୁ ଦେଖି ଆପଣ ମଧ୍ୟ ଜାଣିପାରିବେ କାହିଁକି ସମସ୍ତେ ଅଦାଲତଙ୍କ ରାୟରେ ଆଚମ୍ବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର