ବୟାଅଶୀ ଫୁଟ୍‌ର ବୁଢ଼ିଆଣୀ ଜାଲ!

କିଛି ବର୍ଷ ତଳେ ମାଡାଗାସ୍କାରେ ଥିବା ଅଂଡାଜିବ୍‌-ମନ୍‌ଟାଜିୟା ଜାତୀୟ ଉଦ୍ୟାନରେ ଏକ ନୂଆ ପ୍ରକାରର ବୁଢ଼ିଆଣୀ ପ୍ରଜାତି ଆବିଷ୍କୃତ ହୋଇଥିଲା। ଏହି ପ୍ରଜାତିର ବୁଢ଼ିଆଣୀର ନାମ- ‘ଡାର‌୍‌ଉଇନ୍‌ସ ବାର୍କ‌୍‌ ସ୍ପାଇଡର‌୍‌’। ଏହି ବୁଢ଼ିଆଣୀର ବିଶେଷତ୍ବ ହେଉଛି, ଏହା ନଦୀ-ନାଳ ଉପରେ ଜାଲ ବୁଣିପାରେ। ଜାଲ ବେଶ୍‌ ଟାଣ। ଅଂଡାଜିବ୍‌-ମନ୍‌ଟାଜିୟା ଜାତୀୟ ଉଦ୍ୟାନରେ କିଛି ମାସ ତଳେ ଗୋଟିଏ ବୟାଅଶୀ ଫୁଟ୍‌ର ଜାଲ ଠାବ କରାଯାଇଥିଲା। ଉଡ଼ନ୍ତା ଚଢ଼େଇଙ୍କୁ ଧରି, ଖାଇବା ପାଇଁ ଡାର‌୍‌ଉଇନ୍‌ସ ବୁଢ଼ିଆଣୀ ଜାଲ ବୁଣୁଥିବା ଅନୁମାନ କରାଯାଏ।

ସମ୍ବନ୍ଧିତ ଖବର