ଏହି ଛବି ମଧ୍ୟରେ ଲୁଚି ରହିଥିବା ଜଣେ ସୈନ୍ୟଙ୍କୁ ଖୋଜିବା ପାଇଁ ଚ୍ୟାଲେଞ୍ଜ ଭାବରେ ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଟ୍ରେଣ୍ଡିଂ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ ଫଟୋ ଭାଇରାଲ ହୋଇଛି। ଭାଇରାଲ୍ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ସୈନ୍ୟ ଏକ ସ୍ଥାନରେ ଲୁଚି ରହିଛନ୍ତି । ଆଉ ଉକ୍ତ ସୈନ୍ୟ ଜଣକ କେଉଁ ସ୍ଥାନରେ ଲୁଚି ରହିଛନ୍ତି ତାହାକୁ ଅନେକ ଲୋକ ଚିହ୍ନଟ କରି ପାରୁ ନାହାନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଏକ ଚ୍ୟାଲେଞ୍ଜ ଭାବରେ ଭାଇରାଲ ହୋଇଛି | ଚ୍ୟାଲେଞ୍ଜ ହେଉଛି  ଏହି ଫଟୋରେ ଲୁଚି ରହିଥିବା ସୈନ୍ୟଙ୍କୁ ୧ ମିନିଟରେ ଖୋଜିବାକୁ ପଡିବ ।

ଫଟୋରେ ଲୁଚି ରହିଥିବା ସୈନ୍ୟ କେଉଁ ସ୍ଥାନରେ ଅଛନ୍ତି ଯଦି ଜାଣିବାକୁ ଚାହିଁଛୁନ୍ତି ଟିକିଏ ଜୁମ୍ କରି ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଜାଣି ପାରିବେ ସୈନ୍ୟ ଜଣକ କେଉଁ ସ୍ଥାନରେ ଲୁଚି ରହିଛନ୍ତି।

ଏବେ ଏହି ଛବିକୁ ଦେଖନ୍ତୁ ବୁଝିପାରିବେ ସୈନ୍ୟ ଜଣକ କେଉଁ ସ୍ଥାନରେ ଲୁଚି ରହିଛନ୍ତି। ସୈନ୍ୟମାନଙ୍କୁ ଏପରି ଅନେକ ତାଲିମ ଦିଆଯାଇଥାଏ। ଯଦ୍ବାରା ସେମାନେ ଶତ୍ରୁମାନଙ୍କ ହାତରେ ସହଜରେ ଧରା ପଡ଼ନ୍ତି ନାହିଁ । ତେବେ ଏହା ପୂର୍ବରୁ ସୋସିଆଲ ମିଡିଆରେ ଏହିପରି ଅନେକ ଫଟୋ ଭାଇରାଲ ହୋଇଥିଲା।

 

ସମ୍ବନ୍ଧିତ ଖବର