ଆଧାର କାର୍ଡର ସିକ୍ରେଟ୍‌ କୋଡ୍‌: ଆପଣ ଜାଣନ୍ତି କି, ଏହାକୁ ଡାଏଲ୍‌ କରିଲେ କ’ଣ ହେବ?

ଆଜିକାଲି ସମସ୍ତ ଆଧାର କାଡ୍‍ର୍ ଉପଭୋକ୍ତାଙ୍କୁ ବ୍ୟାଙ୍କ୍‌ରୁ ମେସେଜ୍‌ ଓ କଲ୍‌ ଆସୁଛି କି ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଲିଙ୍କ୍‌ କରନ୍ତୁ । କିନ୍ତୁ ବ୍ୟବହାରକାରୀ ଜାଣିନାହାନ୍ତି କି ତାଙ୍କର ଆଧାର ନମ୍ବର ବ୍ୟାଙ୍କ୍‌ ସହ ଲିଙ୍କ୍‌ ହୋଇଛି ନା ନାହିଁ। ଏହି ସିକ୍ରେଟ୍‌ କୋଡ୍‌ ଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କ ଆଧାର ନମ୍ବର ବ୍ୟାଙ୍କ୍‌ ସହ ଲିଙ୍କ୍‌ ହୋଇଛି ନା ନାହିଁ। ଏହି କୋଡ୍‌କୁ ଡାଏଲ କରିଲା ପରେ ଦିଆଯାଇଥିବା ଷ୍ଟେପ୍‌ ଫଲୋ କରି ଜାଣନ୍ତୁ….

ସମ୍ବନ୍ଧିତ ଖବର