ବହୁବର୍ଷ ପୂର୍ବରୁ ଏଲିୟନ୍ ବା ଅଜଣା ଗ୍ରହର ଜୀବଙ୍କ ବିଷୟରେ ଜାଣିବା ପାଇଁ ଲୋକମାନଙ୍କର ଉତ୍ସାହ ରହି ଆସିଛି । ଏହା ସହ ବିଭିନ୍ନ ଫିଲ୍ମ ଏବଂ ସିିରିୟଲରେ ଏଲିୟନଙ୍କ ସଂପର୍କରେ କାହାଣୀରେ ଦର୍ଶାଯାଇଛି । ଫିଲ୍ମ ଦେଖିବା ପରେ ସବୁବେଳେ ଲୋକମାନଙ୍କ ମନରେ ଗୋଟେ ପ୍ରଶ୍ନ ରହି ଆସିଛି କି ବିଶ୍ୱରେ ସତରେ ଏଲିୟନ୍ର ଅବସ୍ଥିତି ଅଛି ତ? ସତରେ କଣ ସେମାନେ ଉଡ଼ନ୍ତା ଥାଳିଆ ମାଧ୍ୟମରେ ପୃଥିବୀ ପୃଷ୍ଠକୁ ଏମାନେ ଆସନ୍ତି? ଏମିତି କେତେ ପ୍ରଶ୍ନ ଲୋକମାନଙ୍କ ମନରେ ରହି ଆସିଛି ।
/sambad/media/post_attachments/wp-content/uploads/2017/12/Alien-Infographics_2.jpg)
/sambad/media/post_attachments/wp-content/uploads/2017/12/Alien-Infographics_3.jpg)
/sambad/media/post_attachments/wp-content/uploads/2017/12/Alien-Infographics_4.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Alien-Infographics_1.jpg)