ଘଣ୍ଟାରୁ ମିଳିବ ସ୍ୱାସ୍ଥ୍ୟ ସୂଚନା!

ପ୍ରସିଦ୍ଧ ଆମେରିକୀୟ ଟେକ୍ନଲୋଜି କ˚ପାନି ଅପୁଲ୍‌ ଏକ ନୂଆ ତଥା ଅତ୍ୟାଧୁନିକ ହାତ ଘଣ୍ଟା ତିଆରି କରିଛି। ପୂର୍ବ ସ˚ସ୍କରଣଗୁଡ଼ିକ ତୁଳନାରେ ଏଥିରେ ଅଧିକ ଶକ୍ତିଶାଳୀ ସେନ୍‌ସର‌୍‌ ଓ ଚିପ୍‌ ଲାଗିଛି। ଏଥିରେ ଇଲେକ୍ରିକାଲ୍‌ ହୃଦ୍‌ସ୍ପନ୍ଦନ ମାପକ ସେନ୍‌ସର‌୍‌ ମଧୢ ଖଞ୍ଜାଯାଇଛି। ଏହି ଘଣ୍ଟା ପିନ୍ଧି ଜଣେ ବ୍ୟକ୍ତି ପ୍ରତି ମୁହୂର୍ତ୍ତରେ ନିଜ ହୃତ୍‌ସ୍ପନ୍ଦନର ଗତି ଜାଣିପାରିବ। ଥରେ ଚାର୍ଜ‌୍‌ କଲେ ଅଠର ଘଣ୍ଟା ଯାଏ ଘଣ୍ଟା ଚାଲିବ। ‘ଆପୁଲ୍‌ ଵାଚ୍‌ ସିରିଜ୍‌ ୫’ ଭାବେ ନାମିତ ଏହି ଘଣ୍ଟା ଏବେ ଭାରତୀୟ ବଜାରରେ ଉପଲବ୍‌ଧ। ବିକ୍ରୟ ମୂଲ୍ୟ ୪୦.୯୦୦ରୁ ଆରମ୍ଭ।

ସମ୍ବନ୍ଧିତ ଖବର