ସୁନ୍ଦର ଦେଖାଯାଉଥିବା କଦଳୀ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ!

କେମିତି ଜାଣିବେ କାର୍ବାଇଡ୍‌ରେ ପଚା ଯାଇଥିବା କଦଳୀ

ପର୍ବପର୍ବାଣିରେ ଯେତେବେଳେ କଦଳୀର ଚାହିଦା ଅଧିକ ମାତ୍ରାରେ ବଢ଼ିଗଲେ ବିକ୍ରେତାମାନେ କଞ୍ଚା କଦଳୀକୁ କାର୍ବାଇଡ୍‌ ଦ୍ୱାରା ପଚାଇ ବଜାରକୁ ଖୁବ୍‌ ଶୀଘ୍ର ପଠେଇ ଦିଅନ୍ତି। କାର୍ବାଇଡ୍‌ରେ ପଚା ଯାଇଥିବା ଏହି କଦଳୀ ଆମ ସ୍ୱାସ୍ଥ ପ୍ରତି ବହୁତ ହାନିକାରକ।

 

ସମ୍ବନ୍ଧିତ ଖବର