ବେଷ୍ଟ୍‍ ଅଫ୍‌ ୨୦୧୭ ଆପ୍ସ୍‍: ଏ ବର୍ଷର ସବୁଠୁ ଅଧିକ ଡାଉନ୍‌ଲୋଡ଼୍‌ ହୋଇଥିବା ମୋବାଇଲ୍‌ ଆପ୍ସ୍‍ କ’ଣ ଆପଣ ବ୍ୟବହାର କରିଛନ୍ତି?

ଆପଲ୍‌ ବେଷ୍ଟ୍‍ ଅଫ୍‌ ୨୦୧୭ ଲିଷ୍ଟ୍‍ ଜାରି କରିଛି। ଏଥିରେ କମ୍ପାନି ୨୦ଟି ଆପ୍ସ୍‍ ବିଷୟରେ ସୂଚନା ଦେଇଛି ଯାହା ସବୁଠୁ ଅଧିକ ଡାଉନ୍‌ଲୋଡ଼୍‍ ହୋଇଛି। ଲିଷ୍ଟ୍‍ରେ ଅଧିକାଂଶ ଆପ୍ସ୍‍ ଡେଲି ୟୁଟିଲିଟିରେ ଜଡ଼ିତ ଥିବାବେଳେ ଏଥିରେ ଏମିତି ମଧ୍ୟ ଏକ ଆପ୍‌ ରହିଛି ଯିଏ ଡାଟା ଚୋରି କରେ।

 

Courtesy: DainikBhaskar
ସମ୍ବନ୍ଧିତ ଖବର