ସବୁଠୁ ଭଲ ଓ ସବୁଠୁ ଖରାପ ଚାକିରି କ’ଣ?

୨୦୧୬ରେ କରାଯାଇଥିବା ଅନୁସନ୍ଧାନରୁ ଜାଣନ୍ତୁ କେଉଁ ଚାକିରି କେଉଁ ସ୍ଥାନରେ ଅଛି।

ଆମେରିକାର ଏକ କ୍ୟାରିଅର୍‌ କାଷ୍ଟ୍‍ ନାମକ ଜବ୍‌ ସାଇଟ୍‌ର ସର୍ଭେରୁ ଜଣାପଡ଼ିଛି କି ନିଉଜ୍‌ ରିପୋର୍ଟର୍‌ ସବୁଠୁ ଖରାପ ଚାକିରି ହୋଇଥିବା ବେଳେ ଡାଟା ସାଇଣ୍ଟିଷ୍ଟ୍‍ ହେଉଛି ସବୁଠୁ ଭଲ ଚାକିରି। ୨୦୦ କ୍ୟାରିଅର୍‌କୁ ନେଇ କରାଯାଇଥିବା ଏହି ସର୍ଭେରେ ଇନ୍‌କମ୍‌, ଆଉଟ୍‌ଲୁକ୍‌ ଓ ଷ୍ଟ୍ରେସ୍‌କୁ ନେଇ ପ୍ରତ୍ୟେକ ଚାକିରିର ସର୍ଭେ କରାଯାଇଥିଲା।

Courtesy: gadgetsnow
ସମ୍ବନ୍ଧିତ ଖବର