ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ତା’ହେଲେ ଅନୁଭବ କରୁଥିବେ କି ଫୋନ୍ କିଣିବାର କିଛି ମାସ ପରେ ଏହା ଟିକେ ସ୍ଲୋ ହୋଇଯାଉଛି। ଫୋନ୍କୁ ପୁଣି ସ୍ପିଡ୍ କରିବା କେବଳ ଏହି ୪ଟି ଜିନିଷ କରନ୍ତୁ....
/sambad/media/post_attachments/wp-content/uploads/2018/04/Smartphone-Speed_Slide_2.jpg)
/sambad/media/post_attachments/wp-content/uploads/2018/04/Smartphone-Speed_Slide_3.jpg)
ଫୋନ୍କୁ ଅପ୍ଡେଟ୍ କରନ୍ତୁ: ଫୋନ୍ରେ କୌଣସି ଅପ୍ଡେଟ୍ ଯଦି ପେଣ୍ଡିଙ୍ଗ୍ ଅଛି ତା’କୁ ପ୍ରଥମେ କରନ୍ତୁ। ସେଟିଙ୍ଗ୍କୁ ଯାଇ ସଫ୍ଟଓ୍ଵାର୍ ଅପ୍ଡେଟ୍ ମାଧ୍ୟମରୁ ଫୋନ୍କୁ ଅପ୍ଡେଟ୍ କରି ପାରିବେ।
/sambad/media/post_attachments/wp-content/uploads/2018/04/Smartphone-Speed_Slide_4.jpg)
ଲାଇଭ୍ ଓ୍ଵାଲ୍ପେପର୍ ବନ୍ଦ କରନ୍ତୁ: ଓ୍ଵାଲ୍ପେପର୍ ଫୋନ୍ରେ ଅଧବକ ସ୍ପେସ୍ ନେଇଥାଏ, ଏଥିପାଇଁ ଡିଭାଇସ୍ ସ୍ଲୋ ହୋଇଯାଏ। ଲାଇଭ୍ ଓ୍ଵାଲ୍ପେପର୍କୁ ହଟାଇ ଇମେଜ୍ ରଖନ୍ତୁ।
/sambad/media/post_attachments/wp-content/uploads/2018/04/Smartphone-Speed_Slide_5.jpg)
ଜଙ୍କ୍ ଫାଇଲ୍ସ୍କୁ ଡିଲିଟ୍ କରନ୍ତୁ: ଫୋନ୍ର ଜଙ୍କ୍ ଫାଇଲ୍ ଓ କେଚେ ଫାଇଲ୍ସ୍କୁ ସମୟ-ସମୟରେ ଡିଲିଟ୍ କରୁଥାନ୍ତୁ। କିଛି ଆପ୍ସ୍ ଦ୍ୱାରା ମଧ୍ୟ ଏହି କାର୍ଯ୍ୟ କରିହେବ।
/sambad/media/post_attachments/wp-content/uploads/2018/04/Smartphone-Speed_Slide_6.jpg)
ଡୁପ୍ଲିକେଟ୍ କଣ୍ଟେକ୍ଟ୍ସ୍କୁ ଡିଲିଟ୍ କରନ୍ତୁ: ଡିଭାଇସ୍ରେ ବହୁ ଡୁପ୍ଲିକେଟ୍ କଣ୍ଟେକ୍ଟ୍ସ୍ ଷ୍ଟୋର୍ ହୋଇଯାଇଥାଏ, ଏହାକୁ ଧ୍ୟାନ ସହକାରେ ଡିଲିଟ୍ କରୁଥାନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Smartphone-Speed_Slide_1.jpg)