ଶରୀର ପାଇଁ କାହିଁକି ଆବଶ୍ୟକ କ୍ୟାଲ୍‌ସିୟମ୍‌ ଓ କେଉଁ ରୋଗ ହୋଇଥାଏ କ୍ୟାଲ୍‌ସିୟମ୍‌ହୀନତାରୁ ଜାଣନ୍ତୁ….

କାହିଁକି ଏତେ ଜରୁରୀ କ୍ୟାଲ୍‌ସିୟମ୍‌?

ସାଧାରଣତଃ ଲୋକେ ଭାବନ୍ତି କ୍ୟାଲ୍‌ସିୟମ୍‌ହୀନତା ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲ୍‌ସିୟମ୍‌ର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।

Courtesy: DainikBhaskar
ସମ୍ବନ୍ଧିତ ଖବର