ଡାଟାବେସ୍ ମ୍ୟାନେଜମେଣ୍ଟରେ କ୍ୟାରିଅର୍ କରିବା ପାଇଁ ଅନେକଙ୍କ ମନରେ ଏବେ ବି କେତେକ ଭ୍ରାନ୍ତ ଧାରଣା ରହିଛି । ଅନେକ ଭାବନ୍ତି ଯେ ଏଥିପାଇଁ ବୋଧହୁଏ ସ୍ପିଡ୍ ଅଧିକ ଦରକାର, ଟାଇପିଂ ଶିଖିବା ଏକାନ୍ତ ଆବଶ୍ୟକ । ପ୍ରକୃତରେ ଡାଟାବେସ୍ ମ୍ୟାନେଜମେଣ୍ଟରେ କ୍ୟାରିଅର୍ ଲାଗି ଏସବୁର ବିଶେଷ ଆବଶ୍ୟକତା ନାହିଁ ।
ପ୍ରକୃତରେ ଡାଟାବେସ୍ ହେଉଛି ସଫ୍ଟଓୟାର୍ ଗୁଡିକ ସଠିକ ଓ ସନ୍ତୁଳିତ ତଥା ବ୍ୟବସ୍ଥିତ ଢଙ୍ଗରେ ରଖିବା । ଡାଟା ଯେକୌଣସି ଫ୍ୟାକ୍ସ, ନମ୍ବର କିମ୍ବା ଟେକ୍ସଟ ,ଯାହା ସହଜରେ କମ୍ପ୍ୟୁଟରକୁ ପ୍ରସେସ୍ କରିବାରେ ସାହାଯ୍ୟ କରେ । ବିଭିନ୍ନ ଅର୍ଗାନାଇଜେସନ୍ର ଆବଶ୍ୟକତା ଅନୁଯାୟୀ ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ । ଏଗୁଡିକ ହେଲା ଅପରେସନ୍ ବା ଟ୍ରାଞ୍ଜାକସ୍ନାଲ୍ ଡାଟା ଯଥା ସେଲ୍ସ, କଷ୍ଟ୍, ଇନ୍ଭେଟରି, ପେ ରୋଲ୍ ଓ କାଉଣ୍ଟିଂ ।
୨ ନନ୍ ଅପରେସନାଲ୍ ଡାଟା ଯଥା ଇଣ୍ଡଷ୍ଟ୍ରି ସେଲ୍ସ, ଫୋରକାଷ୍ଟ ଡାଟା ଏବଂ ମାଇକ୍ରୋଇକୋନମି ଡାଟା ।
୩ ମୋଟା ଡାଟା କିଛି ଅଂଶରେ କ୍ରିପ୍ଟିକ୍ ଯଥା ଲଜିକାଲ୍ ଡାଟା ବେଶ୍ ଡିଜାଇନିଂ, ଡାଟା ଡିକ୍ସନାରି ଡେଫିନିସନ୍ସ ।
ଡାଟା ଗୁଡିକର ପ୍ୟାଟର୍ଣ୍ଣ, ଆସୋସିଏସନ୍ ଓ ରିଲେସନ୍ସିପ୍ ଇତ୍ୟାଦି ଇନ୍ଫର୍ମେସନ୍ ସହାୟତାରେ ହୋଇଥାଏ ।
ସେଲ୍ ଟ୍ରାଞ୍ଜାକସନ୍ ଡାଟାର ରିଟେଲ୍ ପଏଣ୍ଟ ଆନାଲିସିସ୍ କରି କହି ହେବ କେଉଁ ପ୍ରଡକ୍ଟର ବିକ୍ରି ସମୟ କ’ଣ ।
ଅତୀତ ଓ ଭବିଷ୍ୟତ ଟ୍ରେଣ୍ଡସ୍ର ଇନ୍ଫରମେସନ୍ ନଲେଜ୍ରେ ବଦଳା ଯାଇପାରେ । ଉଦାହରଣସ୍ୱରୂପ ସୁପରମାର୍କେଟର ସେଲ୍ସ, ଆନାଲିସିସ୍ ଅନୁଯାୟୀ ପ୍ରମୋସନାଲ୍ ଆକ୍ଟିଭିଟିଜିର ନେବା ଅସମ୍ଭବ । ଏଇ ପାଷ୍ଟ ରେକର୍ଡରେ ହିଷ୍ଟ୍ରି ଅନୁଯାୟୀ ସେଲ୍ସ, ଆନାଲିସିସ୍ ରିପୋର୍ଟ କୁ ନଲେଜ୍ରେ ପରିବର୍ତ୍ତନ କରାଯାଇପାରେ ।
ମନେରଖନ୍ତୁ: ଡାଟାବେସ୍ ମ୍ୟାନେଜ୍ମେଣ୍ଟ କାମରେ ଟାଇପିଂ ଶିଖିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ କି-ବୋର୍ଡ ସହିତ ପରିଚୟ ଥିବା ଜରୁରୀ ।