ବିଶେଷକମ୍ ପାଣି ପିଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ହୋଇପାରେ ଏହି ୫ଟି ସମସ୍ୟା!bySambad DigitalbySambad Digital 08 Jan 2018 14:38 IST Link copied!Copy failed!ଯେ କୌଣସି କାର୍ଯ୍ୟ କରିବା ପାଇଁ ମସ୍ତିଷ୍କକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। ସେଥିପାଇଁ ମସ୍ତିଷ୍କ ଆବଶ୍ୟକ କରେ ଶକ୍ତି। କମ୍ ପାଣି ପିଇବା ଦ୍ୱାରା ମସ୍ତିଷ୍କକୁ ପୂର୍ଣ୍ଣ ମାତ୍ରାରେ ଶକ୍ତି ମିଳି ନ ଥାଏ। ସେଥିପାଇଁ ମାନସିକ ଚାପ ବଢ଼ିପାରେ।Advertismentକମ୍ ପାଣି ପିଇବା କାରଣରୁ ପାଣି ସ୍ତର କମ୍ ହୋଇ ଶରୀରର ଶକ୍ତି ସ୍ତର କମ୍ ହୋଇଯାଏ। ଏଥିଯୋଗୁଁ ମୁଣ୍ଡ ବୁଲାଇ ପାରେ।ଶରୀରରେ ପାଣିର ମାତ୍ରା କମ୍ ହେବା କାରଣରୁ ମସ୍ତିଷ୍କ ଠିକ୍ ଭାବେ କାମ କରିପାରେ ନାହିଁ। ଫଳରେ ମୁଣ୍ଡ ବିନ୍ଧି ପାରେ।ଶରୀରେପାଣି କମି ଯିବା ଯୋଗୁଁ ହୃତ୍ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚବାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ହୃଦ୍ସ୍ପନ୍ଦର ବେଗ ବଢ଼ି ଯାଏ।କମ୍ ପାଣି ପିଇବା ଦ୍ୱାରା ମସ୍ତିଷ୍କ ଠିକ୍ ଭାବେ କାମ ନ କରୁଥିବାରୁ ନିର୍ଦ୍ଧିଷ୍ଟ କୌଣସି ଜିନିଷରେ ମନଧ୍ୟାନ ରହି ପାରେ ନାହିଁ।bySambad DigitalbySambad Digital 08 Jan 2018 14:38 IST Link copied!Copy failed!Advertisment Sambad is now on WhatsApp Join and get latest news updates delivered to you via WhatsApp Join Nowସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ