publive-image
Advertisment
ଯେ କୌଣସି କାର୍ଯ୍ୟ କରିବା ପାଇଁ ମସ୍ତିଷ୍କକୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥାଏ। ସେଥିପାଇଁ ମସ୍ତିଷ୍କ ଆବଶ୍ୟକ କରେ ଶକ୍ତି। କମ୍‌ ପାଣି ପିଇବା ଦ୍ୱାରା ମସ୍ତିଷ୍କକୁ ପୂର୍ଣ୍ଣ ମାତ୍ରାରେ ଶକ୍ତି ମିଳି ନ ଥାଏ। ସେଥିପାଇଁ ମାନସିକ ଚାପ ବଢ଼ିପାରେ।
publive-image
କମ୍‌ ପାଣି ପିଇବା କାରଣରୁ ପାଣି ସ୍ତର କମ୍‌ ହୋଇ ଶରୀରର ଶକ୍ତି ସ୍ତର କମ୍‌ ହୋଇଯାଏ। ଏଥିଯୋଗୁଁ ମୁଣ୍ଡ ବୁଲାଇ ପାରେ।
publive-image
ଶରୀରରେ ପାଣିର ମାତ୍ରା କମ୍‌ ହେବା କାରଣରୁ ମସ୍ତିଷ୍କ ଠିକ୍‌ ଭାବେ କାମ କରିପାରେ ନାହିଁ। ଫଳରେ ମୁଣ୍ଡ ବିନ୍ଧି ପାରେ।
publive-image
ଶରୀରେପାଣି କମି ଯିବା ଯୋଗୁଁ ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚବାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ହୃଦ୍‌ସ୍ପନ୍ଦର ବେଗ ବଢ଼ି ଯାଏ।
publive-image
କମ୍‌ ପାଣି ପିଇବା ଦ୍ୱାରା ମସ୍ତିଷ୍କ ଠିକ୍‌ ଭାବେ କାମ ନ କରୁଥିବାରୁ ନିର୍ଦ୍ଧିଷ୍ଟ କୌଣସି ଜିନିଷରେ ମନଧ୍ୟାନ ରହି ପାରେ ନାହିଁ।