ଆପଣଙ୍କ ଆଧାର ନମ୍ବର ଆଉ କେହି ବ୍ୟବହାର କରୁ ନାହାନ୍ତି ତ? ଏମିତି ଜାଣନ୍ତୁ: କେବେ, କେଉଁଠି ଓ କାହିଁକି ଆପଣଙ୍କ ଆଧାର ବ୍ୟବହାର କରାଯାଇଛି

ସରକାର ବର୍ତ୍ତମାନ ତାଙ୍କର ସମସ୍ତ ସ୍କିମ୍‌କୁ ଆଧାର ସହିତ ସଂଯୋଗ କରୁଛନ୍ତି। ବର୍ତ୍ତମାନ ଏହା ଆପଣଙ୍କ ଏକ ମୁଖ୍ୟ ପରିଚୟ ପତ୍ର ହୋଇଗଲାଣି। ଏହାର ଅପବ୍ୟବହାର ମଧ୍ୟ ହୋଇପାରେ। ଅପବ୍ୟବହାର ରୋକିବାକୁ ଆପଣ ନିଜ ବାୟୋମ୍ୟାଟ୍ରିକ୍ସ୍‍ ଡିଟେଲ୍‌ ଲକ୍‌ କରି ଦିଅନ୍ତୁ। ଯଦ୍ଦ୍ଵାରା ଆପଣଙ୍କ ଆଧାର ଅନ୍ୟ କେହି ଅପବ୍ୟବହାର କରି ପାରିବେ ନାହିଁ।

ନିଜ ଆଧାର କାର୍ଡ ବ୍ୟବହାର ବିଷୟରେ ଆପଣ ୟୁନିକ୍‌ ଆଇଡେଣ୍ଟିଫିକେସନ୍ସ୍‌ ଅଥରିଟି ଅଫ୍‌ ଇଣ୍ଡିଆର (UIDAI) େଓ୍ଵବ୍‌ସାଇଟ୍‌ରୁ ଯାଞ୍ଚ କରିପାରିବେ।

Courtesy: DainikBhaskar
ସମ୍ବନ୍ଧିତ ଖବର