publive-image

Advertisment

‘ଓ୍ଵାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ୍‍ ଅଫ୍‌ ଇଣ୍ଡିଆ’ର ଏକ ରିପୋର୍ଟ୍‌ ଅନୁସାରେ ଦେଶରେ ୮୮ଟି ହାତୀ କରିଡୋର୍‌ ଥିଲା। ବର୍ତ୍ତମାନ ଏହା ୧୦୦ରୁ ଅଧିକ ହୋଇଗଲାଣି କିନ୍ତୁ ବିକାଶ କାର୍ଯ୍ୟ ଫଳରେ ଏହି ସ୍ଥାନ ସଂକୁଚିତ ହେବାପରେ ମଣିଷ –ହାତୀ ମଧ୍ୟରେ ସଂଘର୍ଷ ବଢ଼ିଯାଇଛି।

publive-imagepublive-image