ମଣିଷ ଓ ହାତୀ ଭିତରେ ଚାଲିଛି ଯୁଦ୍ଧ, ପ୍ରତିଦିନ ଜଣେ ଲୋକଙ୍କୁ ମାରୁଛି ହାତୀ

ହାତୀ ଆକ୍ରମଣରେ ପ୍ରାଣ ହରାଇବାରେ ଓଡ଼ିଶା ଦ୍ୱିତୀୟ

‘ଓ୍ଵାଇଲ୍‌ଡ ଲାଇଫ୍‌ ଟ୍ରଷ୍ଟ୍‍ ଅଫ୍‌ ଇଣ୍ଡିଆ’ର ଏକ ରିପୋର୍ଟ୍‌ ଅନୁସାରେ ଦେଶରେ ୮୮ଟି ହାତୀ କରିଡୋର୍‌ ଥିଲା। ବର୍ତ୍ତମାନ ଏହା ୧୦୦ରୁ ଅଧିକ ହୋଇଗଲାଣି କିନ୍ତୁ ବିକାଶ କାର୍ଯ୍ୟ ଫଳରେ ଏହି ସ୍ଥାନ ସଂକୁଚିତ ହେବାପରେ ମଣିଷ –ହାତୀ ମଧ୍ୟରେ ସଂଘର୍ଷ ବଢ଼ିଯାଇଛି।

 

 

ସମ୍ବନ୍ଧିତ ଖବର