ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ମୃତଦେହ ହସ୍ତାନ୍ତରଣ ବେଳେ ଏମ୍ସ ପକ୍ଷରୁ ଦିଆଯାଉଥିବା କଫିନ ଆଜି ଆଉ ଦିଆଗଲା ନାହିଁ। ଏଥିପାଇଁ ଅନେକ ସାମାଜିକ ଅନୁଷ୍ଠାନ ନିଜ ତରଫରୁ କଫିନ ଖୋଜିବା ଆରମ୍ଭ କରିଥିଲେ। ମାତ୍ର ଏମ୍ସ ପକ୍ଷରୁ କୁହାଯାଇଛି, ଅନେକ ମୃତଦେହ ଗୋଟିଏ ସ୍ଥାନକୁ ଯାଉଛନ୍ତି। ଆମ୍ବୁଲାନ୍ସରେ କଫିନରେ ପଠାଯିବା ବେଳକୁ ଦୁଇ ଜଣଙ୍କ ପାଇଁ ସ୍ଥାନ ହେଉ ନାହିଁ। ତେଣୁ ଉପଯୁକ୍ତ ଭାବରେ ପ୍ୟାକେଜିଂ କରି ପଠାଯାଉଛି। ଯେମିତି ଦୁଇ ଜଣଙ୍କ ମରଶରୀର ଗୋଟିଏ ଗାଡ଼ିରେ ପଠାଇବା ବେଳକୁ ଅସୁବିଧା ହେବ ନାହିଁ।
ଆଉ କଫିନରେ ଯାଉନାହିଁ ମରଶରୀର
/sambad/media/post_attachments/wp-content/uploads/2022/05/ambulance.jpg)