ବ୍ୟଙ୍ଗ: ଏମିତି ମାତୃ ଦିବସ ପାଳନ କଲେ ଦେଶୀ ମାଆ, ପଢ଼ିଲା ପରେ ଆପଣ ହସିବେ ବି କାନ୍ଦିବେ ବି!

ପୃଥିବୀପୃଷ୍ଠରେ ଥିବା ଅନ୍ୟ ସବୁଠାରୁ ମାଆମାନେ ଶ୍ରେଷ୍ଠ ନୁହନ୍ତି କି? ଜୀବନକୁ ମାଆଙ୍କ ବିନା ଭାବିବା ବୋଧହୁଏ ସବୁଠାରୁ କଠିନ। ବିଶେଷକରି ଭାରତୀୟ ମାଆମାନେ ପୂରା ବିଶ୍ୱରେ ସ୍ୱତନ୍ତ୍ର। ଏହି ମାତୃ ଦିବସ ଅବସରେ ମାଆମାନଙ୍କୁ ନେଇ ହୋଇଥିବା କେତୋଟି କୌତୂକିଆ ଟୁଇଟ୍‌ ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ। ଟୁଇଟ୍‌ଗୁଡ଼ିକ ନିମ୍ନରେ ଦିଆଯାଇଛି।

ସମ୍ବନ୍ଧିତ ଖବର