ପୁରୁଷମାନେ ନିଜର କୌଣସି ଶାରିରୀକ ସମମ୍ୟାକୁ ଗମ୍ଭୀର ଭାବେ ନିଅନ୍ତି ନାହିଁ! କିନ୍ତୁ ନିଜକୁ ସୁସ୍ଥ ରଖିବା ପାଇଁ ଏହି ୧୦ଟି ସମସ୍ୟାକୁ ଉପେକ୍ଷା କରନ୍ତୁ ନାହିଁ, ନ ହେଲେ ହୋଇପାରେ ସମସ୍ୟା!

Advertisment
publive-image
ଷ୍ଟ୍ରେସ୍‌ (ଚାପ): କର୍ମରେ ଜଡ଼ିତ ଚାପ ବଢି ବିଷାଦ ବା ଡିପ୍ରେସନ୍‌ରେ ପହଞ୍ଚିଥାଏ। ଉତ୍କଣ୍ଠା ଏବଂ ହୃଦରୋଗ ହେବାର ମଧ୍ୟ ସମ୍ଭାବନା ଥାଏ।
publive-image
ମୁତ୍ର ସମସ୍ୟା: ମୂତ୍ରାସମୟରେ ପୀଡ଼ା, ବାରମ୍ବାର ପରିସ୍ରା ଯିବା ମଧ୍ୟ ମଧୁମେହ, କିଡ୍‌ନୀ କିମ୍ବା ଲିଭର୍‌ ଜନିତ ରୋଗ ହୋଇପାରେ।
publive-image
ପିଠିବ୍ୟଥା (ବ୍ୟାକ୍‌ପେନ୍‌): ଲଗାତାର ବ୍ୟାକ୍‌ପେନ୍‌ ଲାଗି ରହିବା, କିଡ୍‌ନୀ ଷ୍ଟୋନ୍‌ର କାରଣ ହୋଇପାରେ।
publive-image
ମୁହଁରୁ ଦୁର୍ଗନ୍ଧ: ମୁହଁକୁ ସଫା ନ ରଖିବା ଯୋଗୁଁ ମଧୁମେହ, ଲିଭର୍‌ ଅଥବା କିଡ୍‌ନୀ ଖରାପ ହେବା ସହିତ ଅମ୍ଳଦୋଷର ସମ୍ଭାବନା ହୋଇଥାଏ।
publive-image
ଦୁର୍ବଳତା ଓ ଅବସନ୍ନତା: ଶରୀରରେ ଆଇରନ୍‌ର ମାତ୍ରା କମିବା, ହୃଦୟ ସଂକ୍ରାମଣ, ଗଳା ଜନିତ ସମସ୍ୟା ଆଦି ଏହାର କାରଣ ହୋଇପାରେ।
publive-image
ଅଧିକ ଝାଳ ବୋହିବା: ଏହା ଅନାଳ ଗ୍ରନ୍ଥି (ଥାଇରଏଡ୍‌) କିମ୍ବା ମେଟାବୋଲିଜମ୍‌ର ସମସ୍ୟା ମଧ୍ୟ ହୋଇଥାଇ ପାରେ।
publive-image
ମୁଣ୍ଡବିନ୍ଧା: ଶରୀରରେ ପାଣିର କମି ଥିବାର ସମସ୍ୟା ଥିବା ସଙ୍ଗେ ହୃଦୟ ଓ ମସ୍ତିଷ୍କରେ ଜଡ଼ିତ କିଛି ରୋଗ ହୋଇଥିବାର ସମ୍ଭାବନା ମଧ୍ୟ ରହିଛି।
publive-image
ଛାତି କିମ୍ବା କାନ୍ଧରେ ପୀଡ଼ା: ଦୁର୍ବଳତା, ଅବସନ୍ନତା, ନିଶ୍ୱାସ ନେବାରେ ସମସ୍ୟା ହେବା ସହିତ ଏହି ସଂକେତ ହୃଦୟ ଜନୀତ ସମସ୍ୟାର ସଂକେତ ହୋଇଥାଇ ପାରେ।
publive-image
କୁଣ୍ଡେଇ ହେବା: ସ୍କିନ୍‌ ଡିଜିଜ୍‌ ସହିତ ଲିଭର ଡିଜିଜ୍‌, କିଡ୍‌ନୀର ସମସ୍ୟା କିମ୍ବା ମଧୁମେହର କାରଣ ହୋଇପାରେ।
Photo Courtesy: DainikBhaskar