ଏମିତି ବି ଘଟେ!

ବିଚ୍ଛେଦର ପରିଣାମ କ’ଣ ହୋଇପାରେ, ଏହି ଫଟୋରେ ଦେଖନ୍ତୁ! ଏକ ଜର୍ମାନ୍‌ ଯୋଡ଼ିଙ୍କର ସ˚ପର୍କ ଭାଙ୍ଗିବା ପରେ ପ୍ରେମିକ ମହାଶୟ ରାଗିଯାଇ, ଉଭୟେ ବ୍ୟବହାର କରିଥିବା ସମସ୍ତ ସାମଗ୍ରୀକୁ ଠିକ୍‌ ମଝିରୁ କାଟିପକାଇଥିଲେ। କଟାଯାଇଥିବା ସାମଗ୍ରୀଗୁଡ଼ିକ ହେଲା- ମୂଲ୍ୟବାନ୍‌ କାର‌୍‌, ସୋଫା, ସାଇକେଲ୍‌, ଟେଲିଭିଜନ୍‌, ଟେଡି ବିଅର‌୍‌ ଓ ଲାପ୍‌ଟପ୍‌। କଟାଯାଇଥିବା ସାମଗ୍ରୀର ଅର୍ଦ୍ଧେକ ପ୍ରେମିକାଙ୍କ ନିକଟକୁ ପଠାଇବା ପରେ ସେ, ‘ଇ ବେ’ ମାଧ୍ୟମରେ ନିଜ ଭାଗର ଅଦରକାରୀ ସାମଗ୍ରୀ ବିକିଥିବା ପ୍ରକାଶ।

ସମ୍ବନ୍ଧିତ ଖବର