କେଉଁ ୧୦ କଥାକୁ ବ୍ରତ ଭଳି ମାନୁଥିଲେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ?

: ଜୀବନ ତ କେବଳ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ଜିଆ ଯାଏ। ଅନ୍ୟର କାନ୍ଧରରେ ତ ଯାହା ଶବ ଉଠେ।
: ଶ୍ରମିକମାନେ ହିଁ ବାସ୍ତବରେ ସମାଜରେ ତିଷ୍ଟି ରହିପାରନ୍ତି।
: ମୁଁ ଏପରି ଜଣେ କଏଦୀ, ଯିଏକି ବନ୍ଦୀ ଗୃହରେ ବ ସ୍ୱାଧୀନ ଓ ମୁକ୍ତ।
: ବ୍ୟକ୍ତିକୁ ଅପଦସ୍ତ କରାଯାଇ କେବେ ତା’ର ବିଚାର ହତ୍ୟା କରାଯାଇ ପାରେନା।
: ମୁଁ ଏକ ମଣିଷ ଓ ଯାହା ସବୁ ଆଉ ଜଣେ ମଣିଷ ବା ମାନବିକତାକୁ ପ୍ରଭାବିତ କରିବା ମୋତେ ସେଥିରେ ହିଁ ଶାନ୍ତି ମିଳେ।


: ଯଦି ବଧିରଙ୍କୁ ଶୁଣାଇବାର ଅଛି ତ କଣ୍ଠସ୍ୱର ବି ସେତିକି ଜୋର୍‌ ହେବା ଉଚିତ।
: ଯିଏ ବିକାଶ ପାଇଁ ଠିଆ ହୁଏ ତାକୁ ରୁଢ଼ିବାଦ୍‌ ଆଲୋଚନା କରିବାକୁ ହେବ। ତାକୁ ଅନ୍ୟକୁ ଅବିଶ୍ୱାସ କରିବାକୁ ହେବ ଓ ନିଜକୁ ନିର୍ବାଚନ ଲଢ଼ିବାକୁ ହେବ।
: ଦେଶର ସେବା କରିବା ହିଁ ମୋ ଧର୍ମ।
: ମଣିଷ ସେତେବେଳେ କିଛି କରେ, ଯେତେବେଳେ ନିଜ କର୍ମକୁ ନେଇ ନିଜେ ନିଶ୍ଚିତ ଥାଏ।
: ସଂସାର ଆପଣଙ୍କୁ ଉଦାହରଣ କରି ନିଜକୁ ବଦଳାଇବା ପାଇଁ ବାଧ୍ୟ ହୋଇ ପଡୁ।

ସମ୍ବନ୍ଧିତ ଖବର