ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବରଯାତ୍ରୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଜାଳିଆ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳୁଛି,.... ଏକ ଗାଁର ରାସ୍ତା ଦେଇ ବରଯାତ୍ରୀ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି। ସାମ୍ନାରେ ଏକ ୱାଟରପ୍ରୁଫ୍ କଭରରେ ଘୋଡ଼ା ଯାଇଥିବା ଡିଜେ ଗାଡ଼ି ଯାଉଛି। ବରଯାତ୍ରୀମାନେ ଡିଜେ ବାଜାରେ ଝୁମିଝୁମି ଯାଉଛନ୍ତି। ଏହି ସମୟରେ ଭିଡିଓରେ ବର ବି ନଜର ଆସୁଛନ୍ତି। ଯିଏକି ଏକ ଘୋଡା ଉପରେ ବସିଥିବା ବେଳେ ନିଜକୁ ଏବଂ ତାଙ୍କ ଘୋଡାକୁ ପ୍ଲାଷ୍ଟିକ୍ ପଲିଥିନରେ ସମ୍ପୂର୍ଣ୍ଣ ଘୋଡାଇ ଦେଇଛନ୍ତି।
आंधी आए या तूफान, शादी बहुत ज़रूरी है😂 pic.twitter.com/EBB3B5RkpB
— The News Basket (@thenewsbasket) August 5, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/07/new-project-22-2025-08-07-17-08-26.jpg)