IndyCall ନାମକ ଏହି ଆପ୍କୁ ଗୁଗଲ୍ ପ୍ଲେ ଷ୍ଟୋର୍ରୁ ଆପଣଙ୍କ ସ୍ମାର୍ଟ୍ଫୋନ୍ରେ ଇନ୍ଷ୍ଟଲ୍ କରି ଯଦି କାହାକୁ କଲ୍ କରନ୍ତି, ତା’ହେଲେ ଆପଣଙ୍କ ଅରିଜିନାଲ୍ ନମ୍ବରକୁ ଲୁଚାଇ ପାରିବେ। ଯାହାକୁ ଯେତେ ଥର କଲ୍ କଲେ ମଧ୍ୟ ପ୍ରତି କଲ୍ରେ ଆପଣଙ୍କ ନମ୍ବରରୁ ଭିନ୍ନ ଏକ ନୂଆ ନମ୍ବର କଲ୍ ସେ ଲୋକଙ୍କ ମୋବାଇଲ୍ରେ ଦେଖାଯିବ। ଜାଣନ୍ତୁ ଆପ୍କୁ ବ୍ୟବହାର କରି କେମିତିକଲ୍ କରିବେ....
ନିଜ ମୋବାଇଲ୍ ନମ୍ବରକୁ ଲୁଚାଇ କରନ୍ତୁ କଲ୍, ଟ୍ରୁ କଲର୍ରେ ବି ଦେଖାଯିବ ନାହିଁ ଆପଣଙ୍କ ଅରିଜିନାଲ୍ ନମ୍ବର!
/sambad/media/post_attachments/wp-content/uploads/2018/02/Hide-Number-While-Call_IndyCall_Slide_1.jpg)